Latest Odisha News

BREAKING NEWS

ପୁରୀ ପୋଲିସର ଦାଦାଗିରି: ଦିବ୍ୟାଙ୍ଗ ଉପରେ କରୁଛି ଅତ୍ୟାଚାର

ପୁରୀ: ପୁରୀ ପୋଲିସର ଦବଙ୍ଗଗିରି । ଦିବ୍ୟାଙ୍ଗକୁ ବି ଛାଡିଲେନି । ପୁରୀ ତାଳବଣିଆ ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗଙ୍କୁ ଥାନା ଭିତରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି। ପାଇପ ମାଡରେ ଉକ୍ତ ଦିବ୍ୟାଙ୍ଗଙ୍କ ପେଟ, ହାତ ଓ ଗୋଡରେ ଆଘାତ ଲାଗିଛି। ଆହତ ଦିବ୍ୟାଙ୍ଗ ଜଣଙ୍କ ହେଉଛନ୍ତି…

ମନୁଙ୍କ ପଛରେ ପଡିଛନ୍ତି ୪୦ରୁ ଊର୍ଦ୍ଧ୍ୱ ବ୍ରାଣ୍ଡସ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପ୍ରଦର୍ଶନ ମାଧ୍ୟମରେ ଭାରତୀୟ ଶୁଟର ମନୁ ଭାକେର ଏବେ ଷ୍ଟାର ପାଲଟି ଯାଇଛନ୍ତି । ଅଲିମ୍ପିକ୍ସରେ ସେ ୨ଟି ବ୍ରୋଞ୍ଜ ପଦକ ଜିତିବା ସହ ଅନ୍ୟ ଏକ ମୁକାବିଲାରେ ୪ର୍ଥ ସ୍ଥାନରେ ରହିଥିଲେ । ରିପୋର୍ଟ ମୁତାବକ ୪୦ରୁ ଅଧିକ ବ୍ରାଣ୍ଡ ମନୁଙ୍କ ପଛରେ ପଡିଛନ୍ତି ।…

କ୍ୱାର୍ଟର ଫାଇନାଲରେ ହାରିଲେ ଦୀପିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଭିଜ୍ଞ ତୀରନ୍ଦାଜ ଦୀପିକା କୁମାରୀ କ୍ୱାର୍ଟର ଫାଇନାଲ ହାରି ପଦକ ଦୌଡରୁ ବାଦ ପଡିଛନ୍ତି । ମହିଳା ବ୍ୟକ୍ତିଗତ ଇଭେଂଟରେ ଦୀପିକା କୋରିଆର ନ୍ୟାମ ସୁ ୟୋନଙ୍କ ନିକଟରୁ ୬-୪ରେ ହାରିଥିଲେ । ଏଥିସହ ଦୀପିକାଙ୍କ ଅଭିଯାନ ଶେଷ ହୋଇଛି । ଭାରତ ପାଇଁ…

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଗୋଲ୍ଡ ମେଡାଲ୍ ଜିତିବା ପରେ ନିଆରା ଢଙ୍ଗରେ ପ୍ରପୋଜ କଲେ ବଏଫ୍ରେଣ୍ଡ

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଗେମ୍ସରେ ଚାଇନାର ଅଲିମ୍ପିଆନ୍ ହୁଆଙ୍ଗ ୟ କିଓନଗ ଏକ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ତାଙ୍କୁ ବିବାହ ପ୍ରସ୍ତାବ ମିଳିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୩୦ ବର୍ଷୀୟ ବ୍ୟାଡମିଣ୍ଟନ ଖେଳାଳି ଏବଂ ତାଙ୍କ ଡବଲ୍ସ ପାର୍ଟନର ଜେଙ୍ଗ ସିୱାଇ ଅଗଷ୍ଟ…

ଲାଞ୍ଚ ନେଇ ଧରାପଡ଼ିଲେ ମୃତ୍ତିକା ସଂରକ୍ଷଣ ପରିଦର୍ଶକ

ସୁବର୍ଣ୍ଣପୁର: ଲାଞ୍ଚ ନେଇ ଧରାପଡ଼ିଲେ ମୃତ୍ତିକା ସଂରକ୍ଷଣ ପରିଦର୍ଶକ । ଭିଜିଲାନ୍ସ ଜାଲରେ ଉଲୁଣ୍ଡା ବ୍ଲକ ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା । ବିଲ୍ ପାସ୍ ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ଫାର୍ମ ପୋଖରୀର ମଷ୍ଟର…

‘ଅର୍ପଣ ଚାଉଳ’ ବିବାଦ; ମହାପ୍ରଭୁଙ୍କ ଭୋଗରେ ଲାଗି ପାରିବନାହିଁ

ପୁରୀ: ୧୦ହଜାର ଉର୍ଦ୍ଧ୍ବ କୁଇଣ୍ଟାଲ୍ ଅର୍ପଣ ଚାଉଳରେ ପୋକ।ମହାପ୍ରଭୁଙ୍କ ଭୋଗ ଲାଗିବା ଯୋଗ୍ୟ ହୋଇନାହିଁ ଗଚ୍ଛିତ ଅର୍ପଣ ଚାଉଳ। ଏନେଇ ମୁଖ୍ୟ ପ୍ରଶାସକଙ୍କୁ ଭେଟି ତାକୁ ଆବଶ୍ୟକ କରୁଥିବା ଲୋକ ମାନଙ୍କୁ ବାଣ୍ଟି ଦେବା ପାଇଁ ଆଲୋଚନା କଲା ସୁଆର ମହାସୁଆର ନିଯୋଗ। ଗତ ପରିକ୍ରମା ପ୍ରକଳ୍ପ…

ବିମାନ ବନ୍ଦରରେ ଲହଡି ଭାଙ୍ଗୁଛି ବନ୍ୟା ପାଣି

କୋଲକାତା: ଗତ କିଛି ଦିନ ଧରି ଦେଶର ବିଭିନ୍ନ ଅଂଶରେ ଲଗାଣ ବର୍ଷା ଜାରି ରହିଛି l କେଉଁଠି ଭୂସ୍ଖଳନର ଦୃଶ୍ୟ ଆସୁଛି ତ କେଉଁଠି ବନ୍ୟା l ବର୍ଷାରେ ଉବୁଟୁବୁ ହେଉଛି ଦେଶର ଅଧିକାଂଶ ରାଜ୍ୟ l ଏହାରି ଭିତରେ ସାମ୍ନାକୁ ଆସିଛି କୋଲକାତା ବିମାନବନ୍ଦରର ଦୃଶ୍ୟ l ବିମାନ ବନ୍ଦରରେ ଲହଡି ଭାଙ୍ଗୁଛି…

ୱାୟାନାଡରେ ଅଭିନେତା ମୋହନଲାଲ, ସ୍ଥିତି ପରଖିବା ସହ ୩କୋଟି ଟଙ୍କା ସହାୟତା..

ୱାୟାନାଡ: ମାଲାୟଲମ୍ ଅଭିନେତା ତଥା ଭାରତୀୟ ଟେରିଟେରାଲ୍ ଆର୍ମିର ଲେଫ୍ଟନାଣ୍ଟ କର୍ଣ୍ଣେଲ ମୋହନଲାଲ ଶନିବାର ଦିନ ଭୂସ୍ଖଳନରେ କ୍ଷତିଗ୍ରସ୍ତ ୱାୟାନାଡରେ ପହଞ୍ଚିଥିଲେ। ଏହି ସମୟରେ ସେ ସେନା ୟୁନିଫର୍ମ ପିନ୍ଧିଥିବା ନଜର ଆସିଥିଲେ। ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟ…

ଗିରଫ ଭୟରେ ଦେଶ ଛାଡ଼ିଲେ ପୂଜା ଖେଡକର!

ନୂଆଦିଲ୍ଲୀ: ଦେଶ ଛାଡିଲେ ୟୁପିଏସ୍‌ସି ପରୀକ୍ଷାରେ ଜାଲିଆତି ଅଭିଯୋଗରେ ଚାକିରୀ ହରାଇଥିବା ଟ୍ରେନି ଆଇଏଏସ ଅଫିସର ପୂଜା ଖେଡକର ! ଗିରଫ ଭୟରେ ଭାରତ ଛାଡି ସେ ଏବେ ଦୁବାଇ ଚାଲିଯାଇଥିବା ଖବର ମିଳୁଛି l ଗତ ଗୁରୁବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପୂଜାଙ୍କୁ ଜାମିନ ପ୍ରଦାନ କରିବାକୁ ମନା…

ଇନଷ୍ଟାଗ୍ରାମ, ଟିକଟକ, ହ୍ୱାଟ୍ସଆପ୍ ଓ ୟୁଟ୍ୟୁବ୍ ଉପରେ ପ୍ରତିବନ୍ଧକ ଲଗାଇଲା ବାଂଲାଦେଶ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ, ଟିକଟକ , ହ୍ୱାଟ୍ସ ଆପ୍, ଟେଲିଗ୍ରାମ ଓ ୟୁଟ୍ୟୁବ୍ ଉପରେ ବାଂଲାଦେଶ ସରକାରଙ୍କ ନିଷିଦ୍ଧ ଘୋଷଣା କରିଛନ୍ତି। ଅଗଷ୍ଟ ୨ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ସରକାର ଦେଶବ୍ୟାପୀ ପ୍ରତିବନ୍ଧକ ଲଗାଇଥିଲେ। ଗ୍ଲୋବାଲ୍ ଆଇଜ୍…