Latest Odisha News

BREAKING NEWS

ବିଜେଡି ସରକାରରେ ଅର୍ଜିଥିଲେ…

ଭୁବନେଶ୍ବର: ବିଜେଡି ସରକାର ବେଳେ ଥିଲେ ପାଓ୍ବାରଫୁଲ୍, ଏବେ ପଡିଛି ଭିଜିଲାନସ ଛାଟ। ମାଳମାଳ ଫ୍ଲାଟ୍, ଆକାଉଣ୍ଟରେ କୋଟି କୋଟି ଟଙ୍କା । କୁବେର ଅଧିକାରୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ଜଣକ ପରେ ଜଣେ ଅଧିକାରୀଙ୍କ ଘରେ ରେଡ୍ କରିବା ସହ ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ…

ଏନଓସି ବାତିଲ ପରେ ଅନ୍ଧାରରେ ୧୪୭ଟି ଓଡ଼ିଶା ନର୍ସିଂ କଲେଜର ଭବିଷ୍ୟତ

ଭୁବନେଶ୍ୱର: ଚିକିତ୍ସା ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ (ଡିଏମ୍ଇଟି) ପକ୍ଷରୁ ଏନ୍ଓସି ବାତିଲ କରାଯିବା ପରେ ଓଡ଼ିଶାର ୧୪୭ଟି ନର୍ସିଂ କଲେଜର ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଇଣ୍ଡିଆନ୍ ନର୍ସିଂ କାଉନସିଲ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଆଧାରରେ ଏହି…

ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

କଟକ: ଗୋଟିଏ ପରିବାରର ୩ ଜଣ ଆତ୍ମହତ୍ୟା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ସିଡିଏ ସେକ୍ଟର ୬ ଅଞ୍ଚଳରୁ । ଗୁରୁତର ଅବସ୍ଥାରେ ବାପା, ମାଆ ଓ ପୁଅଙ୍କୁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଭାବେ…

ମସ୍କଙ୍କ ପୁଅଙ୍କ ସହ ମୋଦି, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ପୁଅଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି।ମୋଦୀଙ୍କ ଏହି ପୁରୁଣା ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହେଉଛି। ଫଟୋରେ ମୋଦୀ ଏକ୍ସର ମାଲିକ ଏଲନ ମସ୍କଙ୍କ ଦୁଇ ପୁଅଙ୍କ ସହ ହାତ ମିଳାଉଥିବାର ନଜର ଆସିଛନ୍ତି। ଉକ୍ତ ଫଟୋରେ ମସ୍କଙ୍କୁ ବି ଦେଖିବାକୁ ମିଳିଛି।…

ମାଲକାନଗିରିର ଏହି ସବୁ ରୁଟରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍, ପରମିଟ୍ ବାତିଲ କଲେ ଆରଟିଓ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବନ୍ଦ ହୋଇଗଲା ଲକ୍ଷ୍ମୀ ଏସି ବସ୍ ଚଳାଚଳ । ମାଲକାନଗିରିର ୬ଟି ରୁଟରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍ । ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ବସ୍ ସବୁକୁ ବାତିଲ କରାଯାଇଛି । ଏନେଇ ଆରଟିଓ ବସ୍ ଚଳାଚଳ ପରମିଟ୍ ବାତିଲ କରିଛନ୍ତି । ସବୁ ବସ୍…

ପ୍ୟାରିସ୍‌ରେ ଅସହ୍ୟ ଗରମ; ଭାରତୀୟ ଖେଳାଳିଙ୍କ ପାଇଁ ଗଲା ୪୦ଟି ପୋର୍ଟେବଲ ଏସି

ପ୍ୟାରିସ୍‌: ପ୍ୟାରିସ୍‌ରେ ଚାଲିଛି କ୍ରୀଡା ମହାକୁମ୍ଭ। ଚଳିତବର୍ଷ ଅଲିମ୍ପିକ୍ସକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। କାହିଁକି ନା କ୍ରୀଡା ଗ୍ରାମରେ କେତେବେଳେ ଛୋଟ ରୁମ୍, ବେଡ, ବାଥରୁମ ଆଦିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖେଳାଳି। ଏହାରି ମଧ୍ୟରେ ପ୍ୟାରିସ୍‌ରେ ଜାରି ରହିଛି ଅସହ୍ୟ…

ଗିରଫ ହେଲେ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ

ବାଲେଶ୍ୱର: ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗତକାଲି (ଶୁକ୍ରବାର) ପ୍ରଭାସଙ୍କ ଘର, କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପ୍ରଭାସଙ୍କର…

ଓ୍ୱାୟନାଡକୁ ଇଏସଏ ଘୋଷଣା କରାଯିବା, ଜାଣନ୍ତୁ କ’ଣ ଏହି ଇଏସଏ

ଓ୍ବାୟନାଡ: କେରଳ ଓ୍ବାୟନାଡରେ ଭୟଙ୍କର ଭୂସ୍ଖଳନ କାରଣରୁ ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଏବେବି ୧୦୦ରୁ ଉର୍ଦ୍ଧ୍ବ ଲୋକ ନିଖୋଜ ଥିବା ଖବର ରହିଛି । ମାଟି ତଳେ ଅନେକ ଜୀବନ ରହିଛି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାଡାରା…

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ଯାହାକୁ ନେଇ ଆଜି ରାଜ୍ୟର ୬ଟି ଜିଲ୍ଲାକୁ ୟେଲୋ…