Latest Odisha News

BREAKING NEWS

ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆସନ୍ତାକାଲି ଯାଏଁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା…

ବରିଷ୍ଠ ସାମ୍ବାଦିକ ପ୍ରଫେସର୍ ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ

ବ୍ରହ୍ମପୁର: ପ୍ରଫେସର୍ ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ବିଭାଗର ପୂର୍ବତନ ଏଚଓଡି ଥିଲେ ପ୍ରଦୀପ ମହାପାତ୍ର। ୬୯ ବର୍ଷରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ଗତକାଲି ରାତ୍ର ୨.୧୦ ମିନିଟରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ…

ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ବାଲେଶ୍ୱର: ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ(SE) ପ୍ରଭାସ ପ୍ରଧାନଙ୍କ ଅଫିସ ଓ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଛି। ତେବେ ଏହି ଚଢାଉରେ ଏକାଧିକ ଅଫିସର ସାମିଲ ଅଛନ୍ତି।…

ପୁଣି ସାଇବର ଠକେଇର ଶିକାର: ବ୍ୟାଙ୍କ ଆକାଉଣ୍ଟରୁ ଲୁଟିନେଲେ ୫ ଲକ୍ଷରୁ ଅଧିକ ଟଙ୍କା

ଅନୁଗୁଳ: ପୁଣି ସାଇବର ଠକେଇର ଶିକାର ହେଲେ ଜଣେ ବ୍ୟକ୍ତି । ଠକ ଲୁଟିନେଲେ ୫ଲକ୍ଷ ୨୭ହଜାର ୩୯୭ଟଙ୍କା । ଅନୁଗୁଳ ଗାନ୍ଧୀମାର୍ଗସ୍ଥିତ ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ ହୋଇଛନ୍ତି ଠକାମୀର ଶିକାର । ଚଣ୍ଡିକା ପ୍ରସାଦଙ୍କ ୟୁନିଅନ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ…

ପଶ୍ଚିମବଙ୍ଗ ନୁହେଁ ବରଂ ଉତ୍ତରପ୍ରଦେଶରୁ ଓଡିଶାକୁ ଆସିଲା ଆଳୁ, ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ଓଡିଶାରେ ସମାଧାନ ହେବ ଆଳୁ ସଙ୍କଟ । ଆଳୁ ସଙ୍କଟର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଥର ପଶ୍ଚିମବଙ୍ଗ ନହେଁ ବରଂ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…

‘ମୋ ବାପାଙ୍କ ମୃତ୍ୟୁ ସମୟରେ ଯେପରି ଲାଗୁଥିଲା ଆଜି ସେହିପରି ଅନୁଭବ ହେଉଛି’

ଓ୍ବାୟନାଡ: କେରଳର ଓ୍ବାୟନାଡ ଯାଇ ଭୂସ୍ଖଳନ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ସମୟରେ ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି ରାହୁଲ । ଏହି ସମୟରେ ସେ ପ୍ରଭାବିତ ଲୋକଙ୍କୁ ସାନ୍ତ୍ୱନା ଦେବା…

ପଦକ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛନ୍ତି ସେନ

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଧିରେ ଧିରେ ପଦକ ହାସଲ ଦିଗରେ ଅଗ୍ରସର ହେଉଛନ୍ତି । ଗୁରୁବାର ଅନୁଷ୍ଠିତ ପ୍ରିକ୍ୱାର୍ଟର ଫାଇନାଲ ମୁକାବିଲାରେ ସେ ନିଜ ଦେଶର ଏଚଏସ ପ୍ରଣୟଙ୍କୁ ସହଜରେ ପରାସ୍ତ କରିଛନ୍ତି । କ୍ରମାଗତ ୨ଟି ଗେମରେ ୨୧-୧୨ ଓ ୨୧-୬ରେ ସେ ମ୍ୟାଚକୁ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ବିଡିଓ

ଧର୍ମଗଡ଼: ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଗୋଲାମୁଣ୍ଡା ବିଡିଓ । ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଧରିଲା ଭିଜିଲାନ୍ସ । ଭବାନୀପାଟଣାରୁ ମିଟିଂ ସାରି ସରକାରୀ ଗାଡ଼ିରେ ଫେରିଲାବେଳେ ଜାରିଂ ଛକରେ ଧରାପଡ଼ିଲେ ବିଡିଓ ଅକ୍ଷମିତା । ଭବାନୀପାଟଣା ଭିଜିଲାନ୍ସ ଅଫିସରେ ବିଡିଓଙ୍କୁ…

ତୁରନ୍ତ ଲେବାନନ ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଲା ଦୂତାବାସ

ବେରୁତ: ଇସ୍ରାଏଲ ଏବଂ ହିଜବୁଲ ମଧ୍ୟରେ ବଢୁଥିବା ତିକ୍ତତା ଭିତରେ ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ। ଗୁରୁବାର ଦିନ ବେରୁତରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ଲେବାନନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି। ଗତ ବର୍ଷ ଅକ୍ଟୋବର ୮ରୁ ଇସ୍ରାଏଲ୍ ସୈନ୍ୟ ଏବଂ ହିଜବୁଲ…

ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ ରବି ନାରାୟଣ ପାତ୍ର। କାଗଜପତ୍ର କାମ ପାଇଁ ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ରବି ନାରାୟଣଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ…