ଗୁଜରାଟରେ ବଢିବାରେ ଲାଗିଛି ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ ମାମଲା
ଅହମ୍ମଦାବାଦ: ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମରେ ଏବେ ଯାଏଁ ୧୪୮ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।
ସୂଚନା ଅନୁଯାୟୀ, ଜୁନ୍ ୨୦୨୪ ପ୍ରାରମ୍ଭରୁ ଗୁଜରାଟରେ ୧୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ୍) ମାମଲା ସାମ୍ନାକୁ ଆସୁଛି। ଜୁଲାଇ…