କିଙ୍ଗ ଖାନ୍ଠାରୁ ଢେର ଅଧିକା ଆୟ, ଜାଣନ୍ତୁ କିଏ ଏହି ଦୁନିଆର ସବୁଠାରୁ ଧନୀ ଅଭିନେତା
ମୁମ୍ବାଇ: ଦୁନିଆର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରେ ନିର୍ଦ୍ଦେଶକ, ନିର୍ମାତା ଏବଂ ଲେଖକ ଭାବରେ ଅଧିକଙ୍କୁ ପାଇବେ। କିନ୍ତୁ ଫୋର୍ବସ୍ ସେହି ବ୍ୟକ୍ତିଙ୍କୁ ଜଣେ ବିଲିୟନେୟାର ଅଭିନେତା ଭାବରେ ବିବେଚନା କରନ୍ତି ଯିଏ ଏପର୍ଯ୍ୟନ୍ତ ସେ ନିଜେ ନିର୍ମାଣ କରିଥିବା ବିଷୟବସ୍ତୁରେ ଶତପ୍ରତିଶତ…