ସୁପ୍ରିମ କୋର୍ଟଙ୍କ ବଡ ରାୟ: ଏଣିକି କୋଟା ଭିତରେ ମିଳିବ କୋଟା
ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପର୍କରେ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ହୋଇପାରିବ ଉପବର୍ଗ ବା ସବ୍-କ୍ୟାଟେଗୋରୀ। ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ…