Latest Odisha News

BREAKING NEWS

ମାଉସୀ ନେଇଗଲା ଝିଆରୀର ପୁଅ

ଆଠଗଡ଼: ଖୁଣ୍ଟୁଣୀ ମେଡିକାଲ୍‌ ପରିସରରୁ ଶିଶୁପୁତ୍ର ଚୋରି l ଝିଆରୀର ୪ ମାସର ପୁଅକୁ ସମ୍ପର୍କୀୟ ମାଉସୀ ନେଇ ଯାଇଥିବା ଅଭିଯୋଗ l ଆଜି ଢେଙ୍କାନାଳର ପିଙ୍ଗୁଆ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ l ସମ୍ପର୍କୀୟ ମାଉସୀ ସହ ଅନ୍ୟ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ l…

ରାସ୍ତାରେ ଯାଉଥିବା ଯୁବତୀଙ୍କ ସହ ଦୁର୍ବ୍ଯବହାର; ପାଣି ଫିଙ୍ଗିଲେ, ଟଣାଓଟରା କଲେ

ଲକ୍ଷ୍ନୌ: ଲକ୍ଷ୍ନୌର ଗୋମତିନଗର ସ୍ଥିତ ଆମ୍ବେଦକର ପାର୍କ ନିକଟରେ ବୁଧବାର ଘଟି ଯାଇଛି ଅଭାବନୀୟ ଘଟଣା। ପ୍ରବଳ ବର୍ଷା ହେତୁ ଏହି ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା। ଲୋକମାନେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଯାତାୟାତ କରୁଥିଲେ। ସୂଚନା ଅନୁଯାୟୀ, ଗୋମତିନଗର ଅଞ୍ଚଳରେ ପ୍ରବଳ ବର୍ଷା ପରେ ହୋଟେଲ ତାଜ,…

ପଣ୍ୟ କାରବାରରେ ପୁଣି ରେକର୍ଡ ଭାଙ୍ଗିଲା ପାରାଦ୍ୱୀପ ବନ୍ଦର

ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ରେକର୍ଡ କଲା ପାରାଦ୍ୱୀପ ବନ୍ଦର। ଚଳିତବର୍ଷ ପ୍ରଥମ ୪ ମାସରେ ୫୦.୧୬ ନିୟୁତ ଟନ୍ ପଣ୍ୟ କାରବାର ହୋଇଥିବା ସୂଚନା ରହିଛି। ଚଳିତ ବର୍ଷ ୧୨୨ ଦିନରେ ୫୦.୧୬ ନିୟୁତ ଟନ…

ଜୁନାଗଡ଼ ଏନଏସିରେ ଅନାସ୍ଥା ଭୋଟ ସ୍ଥଗିତ, ଭୋଟ ପାଇଁ ପୁନର୍ବାର ତାରିଖ ଘୋଷଣା କରିବେ ଜିଲ୍ଲାପାଳ

କଳାହାଣ୍ଡି: ଜୁନାଗଡ଼ ଏନଏସିରେ ଅନାସ୍ଥା ଭୋଟ ସ୍ଥଗିତ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ହେବାକୁ ଥିବା ଅନାସ୍ଥା ଭୋଟ୍ ସ୍ଥଗିତ ରହିଛି। ଏଡିଏମ୍‌ ନଆସିବାରୁ ଅନାସ୍ଥା ଭୋଟକୁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି। ଏହି ଭୋଟ ପାଇଁ ପୁନର୍ବାର ତାରିଖ ଘୋଷଣା କରିବେ…

ଭାରତର ପଦକ ସଂଖ୍ୟା ୩ରେ ପଂହଚିଲା, ଶୁଟିଂରେ ସ୍ୱପ୍ନିଳ ଜିତିଲେ ବ୍ରୋଞ୍ଜ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତ ତୃତୀୟ ପଦକ ହାସଲ କରିଛି । ୩ଟି ଯାକ ପଦକ ଶୁଟିଂରୁ ଆସିଛି । ପୂର୍ବରୁ ମନୁ ଭାକର ବ୍ୟକ୍ତିଗତ ଓ ମିକ୍ସଡ ଇଭେଂଟରେ ଭାରତ ପାଇଁ ପଦକ ଜିତିଥିଲେ । ଯୁବ ଶୁଟର ସ୍ୱପ୍ନିଳ କୁସାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନରେ ଏହି ସଫଳତର ହାସଲ…

ଭଦ୍ରକରେ ଜବରଦଖଲ ଉଚ୍ଛେଦ, ଚାଲିଲା ବୁଲଡୋଜର

ଭଦ୍ରକ: ଭଦ୍ରକ ସହରରୁ ବେଆଇନ୍ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଜବରଦଖଲ ହୋଇଥିବା ସମସ୍ତ ଜାଗା ଉପରେ ବୁଲଡୋଜର ଚଲାଇ ରାସ୍ତାକୁ ଆହୁରି ପ୍ରଶସ୍ତ କରାଯାଉଛି । ଏଥିପାଇଁ ମୋଟ ୪ ପ୍ଲାଟୁନ୍ ଫୋର୍ସ ସହ ୪ ଇନ୍ସପେକ୍ଟର, ସିଟି ଡିଏସପି,…

ପଦକ ପାଇବା ପରେ ଏତେ ଖୁସୀ ହୋଇଗଲେ ଯେ, କାନ୍ଧ ଖସିଗଲା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ମାଲଡୋଭାର ଜୁଡୋ ଖେଳାଳି ଆଡିଲ ଓସମାନଭୋ ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିକ୍ସରେ ପଦକ ହାସଲ କରିବା ସମସ୍ତ ଦେଶର ଆଥଲେଟଙ୍କ ଏକ ସ୍ୱପ୍ନ ରହିଥାଏ । ଆଡିଲ ଯେତେବେଳେ ଏହି ସଫଳତା ହାସଲ କରିନେଲେ ସେ ଅତ୍ୟଧିକ ଉତ୍ସାହିତ ହୋଇ ପଡିଲେ । ଏତେ ମାତ୍ରାରେ…

ଛତିଶଗଡରୁ ଭାସି ଓଡିଶାରେ ଲାଗିଲେ, ସୁରକ୍ଷିତ ଉଦ୍ଧାର କଲେ ମତ୍ସଜୀବି

ଭୁବନେଶ୍ବର: କଥାରେ ଅଛି ଯାହାକୁ ରଖେ ହରି, କିଏ ବା ପାରିବ ତରି.. । ସେମିତି ଜଣେ ମହିଳା ନିଜ ଜୀବନ ବଳରେ ଛତିଶଗଡରୁ ସୁଦୂର ୬୦ କିଲୋମିଟର ମହାନଦୀରେ ଭାସି ଭାସି ଆସି ଓଡିଶାରେ ଲାଗିଛନ୍ତି । ୬୦ କିଲୋ ମିଟର ଭାସିବା ପରେ କିଛି ମତ୍ସଜୀବି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ…

ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା; ୧୪ ମୃତ

ଡେରାଡୁନ୍: ହିମାଚଳ ପ୍ରଦେଶ ଏବଂ ପଡୋଶୀ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଏହି ଦୁଇ ରାଜ୍ୟରେ ଆହୁରି ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅପରପକ୍ଷେ ଉଦ୍ଧାର କାର୍ଯ୍ୟ…

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ମୋଟ୍ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। https://twitter.com/AprajitaSarangi/status/1818855051592384985 ୨୦୨୫ ଏପ୍ରିଲ ୩୦ରେ ଏହି…