ଇନଷ୍ଟାଗ୍ରାମ ବନ୍ଧୁ ଠକି ନେଲେ ୧.୪୬ ଲକ୍ଷ ଟଙ୍କା
ଗୁରୁଗ୍ରାମ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ବନ୍ଧୁତା କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ଉକ୍ତ ମହିଳା ଜଣକ ୧.୪୬ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ପୋଲିସର ଅଭିଯୋଗ ଅନୁଯାୟୀ, ମହିଳା ଜଣକ ଇନଷ୍ଟାଗ୍ରାମରେ ଜଣେ ବ୍ଯକ୍ତିଙ୍କ ସହ ବନ୍ଧୁତା କରିଥିଲେ। ସେହି ବ୍ୟକ୍ତି…