Latest Odisha News

BREAKING NEWS

ଜେଏସପିର କାସିଆ ଓ ଟେନସା ମାଇନ୍ସକୁ ମିଳିଲା ସମ୍ମାନଜନକ ‘ଖଣି ସୁରକ୍ଷା ପୁରସ୍କାର ୨୦୨୪’

ନୂଆଦିଲ୍ଲୀ: ଅଲ-ଇଣ୍ଡିଆ ମାଇନ୍ସ ସୁରକ୍ଷା ପୁରସ୍କାର ସମାରୋହରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ ମାଇନ୍ସ ସୁରକ୍ଷା ପୁରସ୍କାର ୨୦୨୪ ରେ ସମ୍ମାନିତ କରାଯାଇଛି। ଓଡିଶାର ଖଣି ସ୍ଥାନଗୁଡିକରେ ସୁରକ୍ଷା। ଲାର୍ଜ ଓପନ କାଷ୍ଟ ମେଟାଲ ମାଇନ୍ସ ବର୍ଗରେ କାସିଆ ଆଇରନ୍ ଓର ମାଇନ୍ସ ଦ୍ୱିତୀୟ…

ପୂର୍ବାଂଚଳ ସବ ଜୁନିୟର ହକି ଚାମ୍ପିୟନଶିପ : ପୁରୁଷ ବିଭାଗରେ ଓଡିଶା ଚାମ୍ପିୟନ, ମହିଳାରେ ରନର୍ସଅପ

ଭୁବନେଶ୍ୱର: ହକି ଇଣ୍ଡିଆ ପୂର୍ବାଂଚଳ ସବୁ ଜୁନିୟର ଚାମ୍ପିୟନଶିପରେ ଓଡିଶା ଟିମ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚମତ୍କାର ପ୍ରଦର୍ଶନ କରିଛି । ପୁରୁଷ ବିଭାଗରେ ଦଳ ଚାମ୍ପିୟନ ହୋଇଥିବା ବେଳେ ମହିଳା ବିଭାଗରେ ରନର୍ସଅପ ହୋଇଛି । ପୁରୁଷ ବିଭାଗ ଫାଇନାଲ ବେଶ ରୋମାଂଚକ ପୂର୍ଣ୍ଣ ହୋଇଥିଲା ।…

ସମ୍ବାଦକୁ ଫେରିବେ ସୌମ୍ୟ !

ଭୁବନେଶ୍ୱର: ଆସନ୍ତାକାଲି ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଭୁବନେଶ୍ବରସ୍ଥିତ ସମ୍ବାଦ ଭବନକୁ ଯିବେ । ଇଷ୍ଟର୍ଣ୍ଣ ମିଡିଆ ପକ୍ଷରୁ ଏନେଇ ନୋଟିସ ପ୍ରକାଶ ପାଇଥିବା ବେଳେ ବଢିଛି ଭିନ୍ନ ଚର୍ଚ୍ଚା। ଓଡିଶାର ଲୋକପ୍ରିୟ ସମ୍ବାଦପତ୍ର ସମ୍ବାଦର ସଂପାଦକ ପଦକୁ ଫେରିବେ କି…

ପ୍ରିକ୍ୱାର୍ଟରରେ ହାରିଲେ ମନିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ଦାବୀଦାର ବିବେଚନା କରାଯାଉଥିବା ଟେବୁଲ ଟେନିସ ତାରକା ମନିକା ବାତ୍ରା ନିରାଶ କରିଛନ୍ତି । ଏଠାରେ ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ ମୁକାବିଲାରେ ମନିକା ଜାପାନର ହୀରାନୁ ମିଓଙ୍କ ନିକଟରୁ ଏକତରଫା ପରାଜୟବରଣ…

ରାଜ୍ୟସଭା ପାଇଁ ‘ଖେଲା’ ଆରମ୍ଭ କଲା କି ବିଜେପି? ପ୍ରମିଳା କହିଲେ ବିଜେଡି ମଜବୁତ ଅଛି

ଭୁବନେଶ୍ୱର: ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଆସନ କମିଥିଲେ ହେଁ ଓଡ଼ିଶାରେ ଦଳର ନିର୍ବାଚିତ ସାଂସଦଙ୍କ ସଂଖ୍ୟା କେନ୍ଦ୍ରରେ ସରକାର ଗଢ଼ିବାରେ ବଡ଼ ଭୂମିକା ନେଇଛି। ବିଜେପି କେବଳ ଓଡ଼ିଶାର ଲୋକସଭା ଆସନ ଜିତିନି ବରଂ ବିଧାନସଭାରେ ପ୍ରଥମ ଥର ପାଇଁ କ୍ଷମତାର…

ବଢୁଛି ଶିଶୁ ଦୃଷ୍ଟିହୀନତା, ଉଦବେଗ ପ୍ରକାଶ କଲେ ବିଶେଷଜ୍ଞ

ଭୁବନେଶ୍ୱର: ଦିନକୁ ଦିନ ବଢିବାରେ ଲାଗିଛି ଶିଶୁ ଦୃଷ୍ଟିହୀନତା । ଚିକିତ୍ସା ବିଜ୍ଞାନରେ ଅଗ୍ରଗତି କାରଣରୁ ଶିଶୁ ମୃତ୍ୟୁହାର ହ୍ରାସ ଘଟିଛି। ମାତ୍ର ଶିଶୁଙ୍କ ନିକଟରେ ଅପରିପକ୍ୱତା, ହାଇପୋକ୍ସିଆ ଏବଂ ପୁଷ୍ଟିହୀନତା ଭଳି ବିଭିନ୍ନ କାରଣଗୁଡିକ ବୃଦ୍ଧି ପାଇବାରେ ଲାଗିଛି। ଏପରି ସମସ୍ୟାରୁ…

ସିନ୍ଧୁଙ୍କ ସମର୍ଥନରେ ବାହାରିବା ପାଇଁ ଫେକ ଆକାଂଉଟ ଖୋଲିଥିଲେ ମନୁ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟର ମନୁ ଭାକର ୨ଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ସେ ୧୫ ମିଟର ପିସ୍ତଲ ଇଭେଂଟ ଓ ମିକ୍ସଡ ଡବଲରେ ସରବଜିତ ସିଂଙ୍କ ସହ ମିଶି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏକ ସାକ୍ଷାତକାରରେ ସେ ମଜାଦାର ଘଟଣାର ଖୁଲାସା କରିଛନ୍ତି । ବ୍ୟାଡମିଂଟନ…

ତୁରନ୍ତ ସମାଧାନ ହେବ ସହରାଞ୍ଚଳର ଜଳବନ୍ଦୀ ସମସ୍ୟା

ଭୁବନେଶ୍ଵର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ନେତୃତ୍ୱରେ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଜଳବନ୍ଦୀ ସମସ୍ୟାର ବ୍ୟାପକ ସମୀକ୍ଷା ଆରମ୍ଭ ହୋଇଛି। ବୈଠକରେ ଶ୍ରୀମତୀ ପାଢ଼ୀ ବିଶେଷ କରି ମୌସୁମୀ ଋତୁରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ…

ବିଧାନସଭା ଭିତରେ ପଶିଲା ପାଣି, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ପ୍ରବଳ ବର୍ଷା ଯୋଗୁ ବୁଧବାର ଅପରାହ୍ନରେ ଉତ୍ତରପ୍ରଦେଶ ବିଧାନସଭା ଭବନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁଠି ମୌସୁମୀ ଅଧିବେଶନ ଚାଲିଥିଲା। ହଠାତ୍ ବାଦଲ ଫଟା ବର୍ଷା ସାଧାରଣ ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିଛି। ବିଲଡିଂର ପ୍ରବେଶ ପଥରେ ଭରି ଯାଇଥିଲା ବର୍ଷା ପାଣି।…

ଟେବୁଲ ଟେନିସରେ ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬କୁ, ସ୍ୱପ୍ନିଳ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ମହିଳା ଟେବୁଲ ଟେନିସ ଖେଳାଳି ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬ରେ ପ୍ରବେଶ କରିଛନ୍ତି । ସେ ପ୍ରଂଶସନୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଶ୍ରୀଜା ସିଙ୍ଗାପୁରର ଜେଙ୍ଗ ଜିଆନଙ୍କୁ ପରାସ୍ତ କରିଥିବା ବେଳେ ପରବର୍ତୀ…