ୟୁଏସ୍ ପ୍ରେସିଡେନ୍ସିଆଲ ବିତର୍କ: ଅର୍ଥନୀତି ଓ ଗର୍ଭପାତକୁ ନେଇ ଟ୍ରମ୍ପ ଓ ହାରିସ ମୁହାଁମୁହିଁ
ୱାଶିଂଟନ: ରାଷ୍ଟ୍ରପତି ନିର୍ବାଚନ ପାଇଁ ୨ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ବିତର୍କ। ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସଙ୍କ ମଧ୍ୟରେ ଏବେ ଜୋରଦାର ବିତର୍କ। ଅର୍ଥନୀତି ଓ ଗର୍ଭପାତକୁ ନେଇ ୨ ପ୍ରତିଦ୍ବନ୍ଦ୍ବୀ ହୋଇଛନ୍ତି ମୁହାଁମୁହିଁ। ଟ୍ରମ୍ପଙ୍କ ଗର୍ଭପାତ ଆଭିମୁଖ୍ୟକୁ ନେଇ ଘେରିଲେ କମଲା ହାରିସ।…