Latest Odisha News

BREAKING NEWS

ଏହି ଫିଲ୍ମରେ ଗେ’ ଭୂମିକାରେ ନଜର ଆସିଥିଲେ କିଙ୍ଗ ଖାନ

ନୂଆଦିଲ୍ଲୀ: କିଙ୍ଗ ଖାନ ଶାହାରୁଖ ଅନେକ ଆକ୍ସନ୍ ଫିଲ୍ମ ଏବଂ ରୋମାଣ୍ଟିକ୍ ଫିଲ୍ମ ଦେଖିଥିବେ। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ସେ ଏକ ଫିଲ୍ମରେ ଗେ' ଭୂମିକାରେ ନଜର ଆସିଥିଲେ। ସେ ହଲିଉଡର ଏକ ଚଳଚ୍ଚିତ୍ର ମାଧ୍ୟମରେ ସିନେମା ଜଗତରେ ପ୍ରବେଶ କରିଥିଲେ। ସେ ସମୟର ଏକ ପୁରୁଣା ଭିଡିଓ…

‘ରେଳ ଜିହାଦ’ ଏବେ ନୂଆ ଆତଙ୍କ !

କାନପୁର: ଉତ୍ତର ପ୍ରଦେଶର କାନପୁର ହେଉ ବା ରାଜସ୍ଥାନର ଆଜମେର । ରେଳ ଧାରଣାରେ ମିଳିଛି ଗ୍ୟାସ ସିଲିଣ୍ଡର ଓ ଭାରି ସିମେଂଟ ବ୍ଲକ୍ । ଟ୍ରେନ ଦୁର୍ଘଟଣା ଘଟାଇବା ପାଇଁ ଏହା ଷଡଯନ୍ତ୍ର ନୁହେଁ ତ ? ଗତ ସପ୍ତାହେ ମଧ୍ୟରେ ୪ଟି ଏମିତି ଘଟଣା ସାମନାକୁ ଆସିଛି, ଯେଉଁଥିରୁ କି ଟ୍ରେନ ଦୁର୍ଘଟଣା ପାଇଁ…

ସୁଭଦ୍ରା ଫର୍ମ ବିତରଣ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସୁଭଦ୍ରା ଫର୍ମ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ କାର୍ଯ୍ୟାନୁଷ୍ଠାନ । ଆବେଦନ ଫର୍ମ ବିତରଣ ଓ ଅନଲାଇନ୍‌ ପଞ୍ଜୀକରଣ ପାଇଁ ଦେୟ ସମ୍ପୁର୍ଣ୍ଣ ଭାବରେ ମନା । ଟଙ୍କା ଦାବି ନେଇ ଆସିଥିବା ଅଭିଯୋଗ ସତ୍ୟ ହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ପ୍ରତି ଫର୍ମ ଅପଲୋଡ୍‌ ପାଇଁ ରାଜ୍ୟ…

ଆଜି ରାତିରେ ଏସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ଅନେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଗଞ୍ଜାମ, ଦେବଗଡ ଓ ଖୋର୍ଦ୍ଧା (ଭୁବନେଶ୍ୱର)। ଆଜି ରାତି ତଥା ଆଗାମୀ ୩ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ ସାମାନ୍ଯରୁ…

ଆସନ୍ତୁ ଜାଣିବା ଭାରତ କିପରି କାଟିବ ଡବ୍ଲ୍ୟୁଟିସି ଫାଇନାଲ ଟିକେଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଘରୋଇ ପରିବେଶରେ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇ ସାରିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ନିମନ୍ତେ ଭାରତ ପାଇଁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ । ରୋହିତ ଶର୍ମା…

ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି, ସଜାଗ ପ୍ରଶାସନ

ମାଲକାନଗିରି: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି ଜିଲ୍ଲା । ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ରାସ୍ତାଘାଟ ବନ୍ଦ ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୬୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ…

ସମ୍ବଲପୁର ରେଳ ଷ୍ଟେସନ ଠାରେ ପ୍ରମୁଖ ୟାର୍ଡ଼ ପ୍ରାଙ୍ଗଣ ପୁନଃନିର୍ମାଣ କାର୍ଯ୍ୟ ଜାରି

ଭୁବନେଶ୍ୱର: ସମ୍ବଲପୁର ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ ବର୍ତମାନ ଚାଲୁ ରହିଛି । ପୂର୍ବତଟ ରେଳପଥ ରେଳ ନେଟୱର୍କର ଏକ ପ୍ରମୁଖ ହବ୍ ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ପରିଚାଳନାରେ ଉନ୍ନତି ଆଣିବାକୁ ଏହି ପ୍ରକଳ୍ପ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବାଦ ପଡିଲେ ୨ ବିଶ୍ୱବିଜେତା ଟିମ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି । ପାକିସ୍ତାନ ଏହାର ଆୟୋଜକ ରହିଛି । ଚାମ୍ପିୟନ୍ସ ଟ୍ରଫିରେ ଓଭରାଲ ୮ଟି ଟିମ ଅଂଶଗ୍ରହଣ କରିବେ । ଏଥର ୨ ବିଶ୍ୱବିଜେତା ଟିମ ଏଥିପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ୬ଟି…

ରାଜଧାନୀରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧୀନ

ଭୁବନେଶ୍ୱର: ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ନେଇ ମଙ୍ଗଳବାର ଦିନ କହିଛନ୍ତି ମେୟର ସୁଲୋଚାନା ଦାସ। ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯଦିଓ ଡେଙ୍ଗୁ ସଂଖ୍ୟା ଅଧିକ ରହିଛି ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ରାଜ୍ୟର ସମସ୍ତ ପ୍ରମୁଖ ଡାକ୍ତରଖାନା…

ବାର୍ଡ ଫ୍ଲୁ ଆତଙ୍କ: କ୍ବାରେଣ୍ଟିନରେ ୫ କୁକୁଡ଼ା ଚାଷୀ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଡେରାବିଶରେ ବାର୍ଡ ଫ୍ଲୁ'କୁ ନେଇ ପ୍ରଶାସନର ତତ୍ପରତା । ୫ କୁକୁଡ଼ା ଚାଷୀଙ୍କ ସ୍ବାବ ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ । ସ୍ବାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଲା ବିଭାଗ । ରିପୋର୍ଟ ନଆସିବା ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟିନରେ ରହିବେ ୫…