Latest Odisha News

BREAKING NEWS

ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଅବକାର ଦୁର୍ନୀତି ମାମଲାର‌େ ଦିଲ୍ଲୀ ହାଇକୋର୍ଟ ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ହୋଇଥିବା ମାମଲାଗୁଡ଼ିକରେ ତାଙ୍କ ଜାମିନ ଆବେଦନକୁ ଖାରଜ…

ଟି୨୦ରେ ରୋହିତ, ବିରାଟଙ୍କ ସ୍ଥାନ କିଏ ନେବ

କିଙ୍ଗଷ୍ଟନ ଓଭାଲ: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଟି୨୦ ବିଶ୍ୱକପ ୨୦୨୪ର ଟାଇଟଲ ହାସଲ କରିଛି । ଏହା ପରେ ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ଏବେ ସେମାନଙ୍କ ସ୍ଥାନ କିଏ ଭରଣା କରିବ ସେ ନେଇ ଆଲୋଚନା ଜୋର ଧରିଛି…

ରାହୁଲଙ୍କ ପ୍ରଶ୍ନ; ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ କାହିଁକି ନତମସ୍ତକ ହେଲେ ବାଚସ୍ପତି?

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପ୍ରଶ୍ନ ପଚାରିଲ‌େ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଯାହାକୁ ନେଇ ର୍ଚଚ୍ଚା ଜୋର୍ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସମୟରେ କାହିଁକି ପ୍ରଣାମ କରିଥିଲେ ଓମ ବିର୍ଲା। ରାହୁଲ ଗାନ୍ଧୀ କହିଛନ୍ତି, "ଯେତେବେଳେ…

ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅଲିରାଜପୁର: ମଧ୍ୟପ୍ରଦେଶର ଅଲିରାଜପୁର ଅଞ୍ଚଳରେ ଗ‌ୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହ‌ୋଇଛି। ସେମାନଙ୍କ ଘର ମଧ୍ୟର‌େ ଝୁଲନ୍ତା ଅବସ୍ଥାର‌େ ମିଳିଛି ମୃତଦେହ। ତେବେ ଏହି ଘଟଣା ଦିଲ୍ଲୀର ବୁରାରୀ ଘଟଣା ମନେ ପକାଇଦିଏ। ସୋମବାର ସକାଳେ ଦମ୍ପତି ଏବଂ ସେମାନଙ୍କର…

ବେଙ୍ଗଲ ହିଂସାକୁ ନେଇ ଆସୁଛି ଦି ଦିଲ୍ଲୀ ଫାଇଲ୍ସ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ତାଙ୍କର ଆଗାମୀ ଫିଲ୍ମ ଦି ଦିଲ୍ଲୀ ଫାଇଲ୍ସକୁ ନେଇ ବ୍ୟସ୍ତ ଅଛନ୍ତି । ବେଙ୍ଗଲ ହିଂସା ଉପରେ ଏହି ଫିଲ୍ମ ଆଧାରିତ । ନିକଟରେ ମହାତ୍ମା ଗାନ୍ଧୀ ଓ ମହମ୍ମଦ ଅଲୀ ଜିନ୍ନାଙ୍କ ଭୂମିକା ପାଇଁ ସେ ପ୍ୟାନ ଇଣ୍ଡିଆ କଳାକାର ଚୟନ…

ଲାନସେଟ ରିପୋର୍ଟ : ନିଷ୍କ୍ରିୟ ଭାରତୀୟଙ୍କ ରୋଗ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ହେଲ୍‌ଥ ଜର୍ଣ୍ଣାଲ ଲାନସେଟର ଏକ ରିପୋର୍ଟରେ ଭାରତୀୟଙ୍କ ସମ୍ପର୍କରେ ଚାଂଚଲ୍ୟକର ଖୁଲାସା କରାଯାଇଛି । ଲାନସେଟ୍ ରିପୋର୍ଟ ଅନୁସାରେ ୫୦ ପ୍ରତିଶତ ବୟସ୍କ ଭାରତୀୟ କୁଆଡେ ଶାରୀରିକ ଶ୍ରମ କରୁନାହାନ୍ତି । ସପ୍ତାହକ ମଧ୍ୟରେ ଦୁଇ, ଅଢେଇ ଘଂଟା ମଧ୍ୟମ ଧରଣର ଶାରୀରିକ…

ପ୍ୟାରିସ ଡାଇମଣ୍ଡ ଲିଗରେ ଖେଳି ନ ପାରନ୍ତି ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଗାମୀ ପ୍ୟାରିସ ଡାଇମଣ୍ଡ ଲିଗରେ ଅଂଶଗ୍ରହଣ କରି ନ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ସେ ଏଥିରୁ ଓହରିଯିବା ଖବର ପ୍ରସାରିତ ହେବା ପରେ ସେ ଆହତ ଥିବା ଅଟକଳ ମଧ୍ୟ ଜୋର ଧରିଛି । ଆଗକୁ ପ୍ୟ।।ରିସ…

ମେଧା ପାଟକରଙ୍କୁ ୫ ମାସର ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ତତ୍କାଳୀନ କେବିଆଇସି (ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ) ଅଧ୍ୟକ୍ଷ ଭି.କେ ସକ୍ସେନା ଦାଖଲ କରିଥିବା ମାନହାନି ମାମଲାରେ ନର୍ମଦା ବଚାଓ ଆନ୍ଦ‌ୋଳନ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ ୫ ମାସର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀର ସାକତେ କ‌ୋର୍ଟ। ତେବେ ୨୩ ବର୍ଷ ପୂର୍ବେ…

ଚକା ବିଜେ କରିବେ ଶ୍ରୀବିଗ୍ରହ

ପୁରୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ସ୍ନାନ ପରେ ଜ୍ୱରରେ ପଡିଥିଲେ ମହାପ୍ରଭୁ । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି । ଯାହା ଦ୍ବାରା ସ୍ଥୁସ୍ଥ ଅନୁଭବ କରୁଛନ୍ତି ଶ୍ରୀବିଗ୍ରହ । ସେପଟେ ଆଜି ଅଣସର ଦଶମୀ । ଚକାବିଜେ କରିବେ ଶ୍ରୀଜୀଉ । ଅଣସର ତାଟି…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଘୋଷଣା ହେବେ ଟିମ ଇଣ୍ଡିଆର ନୂଆ କୋଚ

ବ୍ରିଜଟାଉନ: ଭାରତ ଟି୨୦ ବିଶ୍ୱକପ ଚାମ୍ପିୟନ ହେବା ପରେ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ଖୁବ ଶୀଘ୍ର ନୂତନ କୋଚ ଏବଂ ଟି୨୦ ଅଧିନାୟକଙ୍କ ନାମ ଘୋଷଣା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ରୋହିତ ଶର୍ମା ଟି୨୦ ଅବସର ଘୋଷଣା କରିବା ପରେ ଏହି ପଦ ମଧ୍ୟ…