Latest Odisha News

BREAKING NEWS

ଶାଶ୍ୱତ ମିଶ୍ର ହେଲେ ଅର୍ଥ ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ୱର: ଆଇଏଏସ୍‌ ଅଫିସର ଶାଶ୍ୱତ ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଆଇଏଏସ୍‌ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୬ ବ୍ୟାଚ୍‌ର ବରିଷ୍ଠ…

ପୁଣି ମାଓ ପୋଷ୍ଟର: ନିଜ ସ୍ଥିତ ଜାହିର କଲେ ମାଓବାଦୀ, ଅଞ୍ଚଳରେ କୋକୁଆ ଭୟ

କଳାହାଣ୍ଡି: ବହୁ ଦିନ ବ୍ୟବଧାନରେ କଳାହାଣ୍ଡି ଜିଲ୍ଲାରେ ପୁଣି ନିଜ ସ୍ଥିତି ଜାହିର କଲେ ଲାଲ ବାହିନୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶିକରଗୁଡ଼ା ଗାଁର ରାସ୍ତାରେ ଆଜି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ପକ୍ଷରୁ ପୋଷ୍ଟର ଜାରି ସହ ସହିଦ ସ୍ତମ୍ଭ…

ଖୁବ୍‌‌ଶୀଘ୍ର ମରାମତି ହେବ ରତ୍ନଭଣ୍ଡାର, ହଜିଯାଇଥିବା ଚାବି ଷଡ଼ଯନ୍ତ୍ରର ହେବ ଖୁଲାସା: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଖୁବ୍ ଶୀଘ୍ର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରିବ। ଏଏସଆଇ ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ କରିସାରିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଦିନ ଗଣମାଧ୍ୟମକୁ କହିଛନ୍ତି । ସେ…

‘ଭଲ ହେଲା ଫିଲ୍ମ ଚାଲିଲାନି’, କାହିଁକି ନିଜର ପ୍ରଥମ ଫିଲ୍ମ ‘ସାଓ୍ବରିଆ’କୁ ନେଇ ଏମିତି କହିଲେ ରଣବୀର…..

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ତଥା ମୋଷ୍ଟ ହ୍ୟାଣ୍ଡସମ୍ ଷ୍ଟାରଙ୍କ ମଧ୍ୟରେ ରଣବୀର କପୂର ଅନ୍ୟତମ । ସେ ସଞ୍ଜୟ ଲିଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ‘ସାଓ୍ବରିଆ’ ଫିଲ୍ମରୁ ନିଜର ବଲିଉଡ ଜୀବନ ଆରମ୍ଭ କରିଥିଲେ । ତେବେ କ୍ୟାରିୟରର ପ୍ରଥମ ଫିଲ୍ମ ହିଁ ତାଙ୍କର ଫ୍ଲପ ହୋଇଥିଲା । କିନ୍ତୁ ପରେ…

୩ ଯାଏଁ ଛେଚିବ, ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ନେଇ ସତର୍କତା ଜାରି କଲେ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ । ଏହାର ପ୍ରଭାବରେ ଅଗଷ୍ଟ ୩ ତାରିଖ ଯାଏଁ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟାରେ…

ପ୍ରଥମ ଦିନରେ ଖୋଲିଲା ୨୦ ଗେଟ୍, ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ଆଜି ହୀରାକୁଦ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛି । ମୋଟ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ତେବେ ଆଜି ଗୋଟିଏ ଦିନରେ ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍, ଦ୍ବିତୀୟ ପର୍ଯ୍ୟାୟରେ ଆଉ ୭ଟି ଗେଟ୍ ଏବଂ ତୃତୀୟ ପର୍ଯ୍ୟାୟରେ ଆଉ ୬ଟି ଗେଟ୍ ଖୋଲାଯାଇଛି । ପ୍ରଥମ ଦିନରେ…

ବିନା ଅନୁମତିରେ ବେସମେଣ୍ଟରେ ଚାଲିଥିଲା ଲାଇବ୍ରେରୀ, କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ସ୍ଵେରେଜ ପାଣି ପଶିଯିବାରୁ ୩ ଛାତ୍ରଙ୍କର ମୃତ୍ୟୁ ହେବା ଘଟଣାରେ କୋଚିଂ ସେଣ୍ଟର ମାଲିକ ଗିରଫ। ଏହି ଦୁର୍ଘଟଣାରେ ବଡ ଅବହେଳା ସାମ୍ନାକୁ ଆସିଛି। ଏହି ମହଲାରେ ତଳ କୋଠାରେ ବେଆଇନ କୋଚିଂ ସେଣ୍ଟର ଚାଲୁଥିଲା। ଏଠାରେ କୋଚିଂ କରାଯିବା…

‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢୀ, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ: ଆଜି ୧୧୨ତମ  'ମନ୍ କି ବାତ୍' କାର୍ଯ୍ୟକ୍ରମରେ ସାରା ଦେଶ ବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୋଦି । ଏବେ ଅଲିମ୍ପିକ ଚାଲିଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାରା ଦୁନିଆରେ ପ୍ୟାରିସ୍‌ ଅଲିମ୍ପିକ୍‌କୁ ନେଇ ଚର୍ଚ୍ଚା ବୋଲି କହିଛନ୍ତି । ଦେଶବାସୀଙ୍କୁ…

୧୪ଟା ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୭ଟି ଗେଟ୍ । ମୋଟ ୧୪ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଆଜି ସକାଳେ ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲିଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ହୀରାକୁଦର ଆଉ ୭ଟି ଗେଟ୍ ଖୋଲାଯାଇଛି । ତେବେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗେଟ୍…

କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେଲେ ସୂର୍ଯ୍ୟକୁମାର

ପାଲ୍ଲୀକେଲ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ ପ୍ରଥମ ଟି୨୦ରେ ଘରୋଇ ଦଳକୁ ହରାଇ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ଭାରତ ୪୩ ରନରେ ଜିିତିଥିଲା । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ ଅବସରରେ ବିରାଟ କୋହଲିଙ୍କ ଏକ…