ଘରର ଛାତ ତଳେ ଥିବା ପ୍ଲାଷ୍ଟରବୋର୍ଡରେ ରାଜୁତି କରୁଥିଲେ ୨ ଲକ୍ଷ ପାଖାପାଖି ମହୁମାଛି
ଲଣ୍ଡନ: ନାତି, ନାତୁଣୀ ଜେଜେବାପାଙ୍କୁ ବ୍ୟସ୍ତ ବିବ୍ରତ ହୋଇ କହିଲେ ଯେ, ସବୁ ଦିନ ରାତିରେ ଶୋଇବାକୁ ଗଲା ବେଳେ ଅଦ୍ଭୁତ ପ୍ରକାରର ଶବ୍ଦ ଶୁଭୁଛି । ଆମେ ଭୟଭୀତ ହୋଇ ଶୋଇ ପାରୁନୁ । ସେମାନେ ବାରମ୍ବାର ଅଭିଯୋଗ କରିବା ପରେ ଜେଜେବାପା ଛାତ ତଳେ ଥିବା ପ୍ଲାଷ୍ଟରବୋର୍ଡ ମଧ୍ୟରୁ କିଛି ଶବ୍ଦ…