Latest Odisha News

BREAKING NEWS

ଏମସିଏଲ ଅଧିକାରୀଙ୍କୁ ଦୁର୍ବ୍ଯବହାର ଅଭିଯୋଗ, ବିଜେଡି ନେତ୍ରୀଙ୍କ ସମେତ ୪ ଗିରଫ

ଝାରସୁଗୁଡା: ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ) ର ଜଣେ ଅଧିକାରୀଙ୍କୁ ଜୋତା ଫିଙ୍ଗିବା ଅଭିଯୋଗରେ ପୋଲିସ ଶୁକ୍ରବାର ଦିନ ବିଜେଡି ନେତ୍ରୀ ତଥା ପୂର୍ବତନ ସରପଞ୍ଚ ପାର୍ବତୀ ବେହେରାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଲଖନପୁର ବ୍ଲକର ଏମସିଏଲର ବନ୍ଦବାହାଲ କାର୍ଯ୍ୟାଳୟରେ…

ପଶ୍ଚିମବଙ୍ଗ ଆଳୁ ନଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବୁ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ ବର୍ତ୍ତମାନ ପଶ୍ଚିମବଙ୍ଗ ଫେରିଯାଇଛି । ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନପାଇ ପଛକୁ ଫେରିଯାଇଥିବା ସୂଚନା ମିଳିଛି । ସେପଟେ ଆଳୁ ଟ୍ରକ ଫେରିଯିବା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ଖାଉଟି ଓ ଯୋଗାଣ କଲ୍ୟାଣ…

ଜୁଲାଇ ୨୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏବେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜାରି ରହିଥିବାରୁ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ…

ପ୍ରବଳ ବର୍ଷାରେ ବେହାଲ ମହାରାଷ୍ଟ୍ରର ଅନେକ ସହର

ମୁମ୍ବାଇ: ପ୍ରବଳ ବର୍ଷାରେ ମହାରାଷ୍ଟ୍ରର ମୁମ୍ବାଇ ସମେତ ଅନ୍ୟ ସହରରେ ସ୍ଥିତି ବିଗିଡ଼ିବାରେ ଲାଗିଛି ସ୍ଥିତି। ବହୁ ସ୍ଥାନରେ ରାସ୍ତାଘାଟ ବୁଡି ଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଛି। ଖରାପ ପାଗ ଯୋଗୁ ବିମାନ ଏବଂ ଲୋକାଲ ଟ୍ରେନ୍ ସେବାରେ ବିଳମ୍ବ ହେଉଛି। ଆଞ୍ଚଳିକ ପାଣିପାଗ…

ବଡ଼ ହଲିଉଡ ପ୍ରୋଜେକ୍ଟକୁ ନା: ଗର୍ଭଧାରଣ ପର୍ଯ୍ୟାୟକୁ ଉପଭୋଗ କରିବାକୁ ଚାହାଁନ୍ତି ଦୀପିକା

ମୁମ୍ବାଇ: ନିର୍ମାତାଙ୍କଠାରୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଦୀପିକା ପାଦୁକୋନ୍ ବର୍ତ୍ତମାନ ପ୍ରଥମ ପସନ୍ଦ। ସେ ଏପରି ଏକ ସଫଳତା ହାସଲ କରିଛନ୍ତି ଯାହା ହିନ୍ଦୀ ସିନେମାର କୌଣସି ଅଭିନେତ୍ରୀ ଏପର୍ଯ୍ୟନ୍ତ କରିନାହାଁନ୍ତି। ଅଭିନେତ୍ରୀଙ୍କ ତିନି ତିନୋଟି ଚଳଚ୍ଚିତ୍ର ହଜାର ହଜାର କୋଟି…

କଂଗ୍ରେସ ଖେଳିବ କି ଆଦିବାସୀ କାର୍ଡ ?

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଟପ୍ ପୋଷ୍ଟ ପାଇଁ ଆଦିବାସୀ କାର୍ଡ ଖେଳିବ କି ଦଳ? କୋରାପୁଟ ସାଂସଦ ସପ୍ତଗିରି ଉଲାକା ହେବେ କି ପରବର୍ତ୍ତୀ ପିସିସି ସଭାପତି? ଚର୍ଚ୍ଚା ହେଉଛି, ରାଜ୍ୟ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ପତିଆରା ବଢୁଛି। ବିଧାୟକ ଦଳ ନେତା ଚୟନ ବେଳେ ବି ଏକଥା…

ଓଡିଶାରେ ହେବ ଆଉ ୨ଟି ନୂଆ ଇଏସଆଇ ହସ୍ପିଟାଲ

ଭୁବନେଶ୍ୱର: ଓଡିଶାରେ ଦୁଇଟି ନୂଆ ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ଦୁଇଟି ଡାକ୍ତରଖାନା କେନ୍ଦୁଝର ଏବଂ ସୋନପୁର ସହରରେ ହେବ। ଏହା ମୁଖ୍ୟତଃ ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପକୃତ କରିବ ବୋଲି…

ଉତ୍କଳ ବିଶ୍ବବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ କାମ, ନିମ୍ନ କାମ ପାଇଁ ନିଆଯିବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ନିର୍ମାଣରେ ଯଦି କିଛି ନିମ୍ନମାନର କାମ ହୋଇଥିବ ତାହାଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ଗୃହରେ ବଡ଼ଚଣା ବିଧାୟକ ଅମର ନାୟକ ପ୍ରଶ୍ନ କରିବାରୁ କିଛି ଏମିତି…

ପଶ୍ଚିମବଙ୍ଗ ଏବଂ କେରଳର ରାଜ୍ୟପାଳଙ୍କ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି

ନୂଆଦିଲ୍ଲୀ: କେରଳ ଏବଂ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ମାସ ମାସ ଧରି ବିଚାରାଧୀନ ବିଲ୍ ଥିବା ଏକ ପିଟିସନ ଦାଖଲ କରିଥିଲେ। କେରଳ ଏବଂ ପଶ୍ଚିମବଙ୍ଗ ସରକାର ରାଜ୍ୟପାଳଙ୍କ ବିରୋଧରେ ଆବେଦନ କରିଥିଲେ। ପଶ୍ଚିମବଙ୍ଗ ଏବଂ କେରଳ ସରକାର କହିଛନ୍ତି ଯେ ଅନେକ ବିଲ୍ ମାସ ମାସ ଧରି ବିଚାରାଧୀନ…

ଜଳମଗ୍ନ କନ୍ଧମାଳ; ସଜାଗ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ବେଳେ ଶୁକ୍ରବାର ଦିନ ସରକାର କନ୍ଧମାଳର ଜିଲ୍ଲାପାଳଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ତଦନୁସାରେ ଜିଳ୍ଲାର କିଛି ରାସ୍ତା ଓ ବ୍ରିଜ ଜଳମଗ୍ନ ରହିଥିବାରୁ ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ବର୍ଷା ହେତୁ…