ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତି ଠାବ, ରାଜ୍ୟ ବାହାରେ ଆଉ ୨ଟି ପ୍ଲଟ୍ ଠାବ କଲା ଭିଜିଲାନ୍ସ
ଭୁବନେଶ୍ୱର: ଇଞ୍ଜିନିୟରଙ୍କ ଅମାପ ସମ୍ପତ୍ତି। ବଲାଙ୍ଗିର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ଚାଲିଛି ରେଡ୍। କୁବେର ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଯେତେ ଖୋଜିଲେ ସେତେ ବାହାରୁଛି…