Latest Odisha News

BREAKING NEWS

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ଦୁଇ ଗାଁକୁ ନେଇ ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ଦୁଇ ଗାଁ ବିବାଦକୁ ନେଇ କେଭି ସିଂହଦେଓଙ୍କ ବୈଠକ। ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ଚାଲିଛି ବୈଠକ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଜିଲ୍ଲାପାଳ, ଏସ୍‌ପି, ADG, DIGଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ…

କିଏ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ କିଏ ହେବେ? ବର୍ତ୍ତମାନ ଏହି ପ୍ରସଙ୍ଗରେ ଜୋର ଧରିଛି ଚର୍ଚ୍ଚା। ମୋଦିଙ୍କ ଉତ୍ତରାଧିକାରୀ କିଏ ହେବେ ବୋଲି ପଚରାଯିବାରୁ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ବିତର୍କରେ ଅଂଶଗ୍ରହଣ କରିବାକୁ ସ୍ପଷ୍ଟ…

Rahul Gandhi Meets PM Modi :ଏକାଠି ବସି ୮୮ ମିନିଟ୍ କ’ଣ କଥା ହେଲେ ମୋଦି-ରାହୁଲ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଚାମ୍ବରରେ ରାହୁଲ ଗାନ୍ଧୀ କାହିଁକି ମୋଦିଙ୍କୁ ଭେଟିଲେ? ୧୫ କି ୩୦ ମିନିଟ ନୁହଁ ଦୀର୍ଘ ୮୮ ମିନିଟ ଧରି ଚାଲିଥିଲା କଥାବାର୍ତ୍ତା । ଏକାଠି ବସିଲେ ଶାସକ-ବିରୋଧୀ । ମୋଦି ଓ ରାହୁଲଙ୍କ ଭିତରି ଆଲୋଚନା ପାଇଁ ରାଜନୀତିରେ ହଲଚଲ । ୮୮ ମିନିଟର ବୈଠକର ଭିତର…

ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଲୁଥ୍ରା ବ୍ରଦର୍ସ ଗିରଫ

ନୂଆଦିଲ୍ଲୀ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣା। ଥାଇଲାଣ୍ଡରୁ ଗିରଫ ହେଲେ ଲୁଥ୍ରା ବ୍ରଦର୍ସ। ଏହି ଦୁଇ ଅଭିଯୁକ୍ତଙ୍କୁ ଭାରତ ଅଣାଯାଉଛି। ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ପୂର୍ବରୁ ନିଲମ୍ବିତ କରାଯାଇଥିଲା। କ୍ଲବ୍ ମାଲିକ ସୌରଭ ଏବଂ ଗୌରବ…

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ଅନିରୁଦ୍ଧାଚାର୍ଯ୍ୟ

ନୂଆଦିଲ୍ଲୀ: ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ୟ୍ୟ ।ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ୟ୍ୟଙ୍କ ବିରୋଧରେ ମହିଳାଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେବାର ଅଭିଯୋଗ ଆସିଛି। ଅଖିଳ ଭାରତୀୟ…

Cold Wave: ହାଡଭଙ୍ଗା ଶୀତରେ ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ଜାଡ଼। କଲବଲ କରୁଛି ଅସହ୍ୟ ଥଣ୍ଡା। ରାଜ୍ୟରେ ଏହି ଶୀତ ଜାରି ରହିବ। ଗୁରୁବାର ଓ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ସୁନ୍ଦରଗଡ଼, କନ୍ଧମାଳ,…

ରାୟବରେଲି-ଆମେଠି-ଇଟାୱାରେ ମଧ୍ୟ ମୁସଲମାନମାନେ ଜିତିପାରିବେ: ଏପରି କାହିଁକି କହିଲେ ଓୱେସି ?

ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ବୁଧବାର ଦିନ, AIMIM ସାଂସଦ ଅସଦୁଦ୍ଦିନ ଓୱେସି ଆଲୋଚନା ସମୟରେ SIR ଉପରେ କିଛି ମନ୍ତବ୍ୟ ଦେଇଛନ୍ତି। ସେ ନିର୍ବାଚନ କମିଶନଙ୍କୁ ସଂସଦ ଦ୍ୱାରା ନିର୍ଦ୍ଧାରିତ ନିୟମ ପାଳନ କରୁନଥିବା ଅଭିଯୋଗ କରିବା ସହ ଲୋକସଭାରେ ମୁସଲିମ…

Firing: ଅନୁଗୁଳରେ ଫୁଟିଲା ଗୁଳି; ଜଣେ ଗୁରୁତର,କାରଣ…

ଅନୁଗୁଳ:ଅନୁଗୁଳ ସହରରେ ଗୁଳିକାଣ୍ଡ । ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ । ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ପ୍ରଥମେ ଗୁରୁତର ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ…

PM Modi-Netanyahu Phone Call: ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କାହିଁକି କଲେ ଫୋନ୍ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଛନ୍ତି। ଦୁଇ ନେତା ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା କରିଥିଲେ। ସେମାନେ ଆତଙ୍କବାଦ ବିରୁଦ୍ଧରେ ସେମାନଙ୍କର ଶୂନ୍ୟ ସହନଶୀଳତା…