Latest Odisha News

BREAKING NEWS

Odia Film Vaastav: ଧମାକା ହେବ ଓଡିଆ ଫିଲ୍ମ ‘ବାସ୍ତବ’, ନଜର ଆସିବେ ବଲିଉଡର ଆନିମଲ ଆକ୍ଟର

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ରିଲିଜ ହେବ ଓଡିଆ ଫିଲ୍ମ 'ବାସ୍ତବ' । ନିଚ୍ଛକ ଓଡିଆ କାହାଣୀକୁ ନେଇ ଫିଲ୍ମ ତିଆରି ହୋଇଛି । ଏଥିରେ ବଲିଉଡ ଷ୍ଟାର ଅଭିନେତା ତୁଷାର ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତ୍ରୀଭାବେ ଅଙ୍କିତା ରହିଛନ୍ତି। 'ବାସ୍ତବ' ଚଳଚ୍ଚିତ୍ର ସହ ଓଲିଉଡରେ ଡେବ୍ୟୁ…

ଯାତ୍ରୀବାହୀ ବସ୍‌ ଦୁର୍ଘଟଣା: କଣ୍ଡକ୍ଟର ମୃତ, ୧୫ ଆହତ

କଟକ: କନ୍ଧମାଳ ଲାଞ୍ଜିଗଡରୁ କଟକ ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଖଜୁରୀପଡା ନିକଟସ୍ଥ ଗାଡିଆପଡା ଘାଟିରେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସ୍‌ର କଣ୍ଡକ୍ଟରଙ୍କ ମୃତ୍ୟୁ ହେବା ସହିତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୃତକ…

ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ସରକାର

ଭୁବନେଶ୍ୱର: ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ରାଜ୍ୟ ସରକାର। ବକେୟା ଥିଲେ ଧାନକିଣାରୁ ବାଦ୍ ପଡ଼ିବେ ମିଲର। ଏହାଠାରୁ ଅଧିକ ଧାନ ମଣ୍ଡିକୁ ଧାନ ଆସିଲେ ବି ପଞ୍ଜିକୃତ ଚାଷୀଙ୍କଠାରୁ କିଣାଯିବ। ନଭେମ୍ବରରୁ ମାର୍ଚ୍ଚ ଯାଏ ଖରିଫ ଧାନ ସଂଗ୍ରହ ହେବ। ଖରିଫରେ ୭୩ ଲକ୍ଷ ମେଟ୍ରିକ ଟନ…

Macron Reappoints Sébastien: ପୁଣି ଫ୍ରାନ୍ସ ରାଜନୀତିରେ ହଲଚଲ୍, ଇସ୍ତଫା ଦେଇଥିବା ପ୍ରଧାନମନ୍ତ୍ରୀଙ୍କୁ…

ନୂଆଦିଲ୍ଲୀ: ଫ୍ରାନ୍ସରେ ରାଜନୈତିକ ଉତ୍ତେଜନା ଶୀର୍ଷରେ ରହିଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ତାଙ୍କର ନିଜ ସହଯୋଗୀ, ୩୯ ବର୍ଷୀୟ ମଧ୍ୟମୁଖୀ ନେତା ସେବାଷ୍ଟିଏନ୍ ଲେକୋର୍ନୁଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତ କରିଛନ୍ତି, ଯଦିଓ ଲେକୋର୍ନୁ କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିଲେ।…

ପୁଣି ସୋସିଆଲ ମିଡିଆରେ ବର୍ଷିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ । ପରୋକ୍ଷରେ ପୁଣି ସନ୍ନ୍ୟାସୀ କହି କଟାକ୍ଷ କଲେ ନେତ୍ରୀ । ନିଜ ଫେସବୁକରେ ପୋଷ୍ଟ କରି ଶ୍ରୀମୟୀ ଲେଖିଛନ୍ତି ଯେ, କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ । ଦଳ ପାଇଁ ଭଣ୍ଡସନ୍ନ୍ୟାସୀ ନୁହଁ…

Nobel for Rahul : ରାହୁଲ ଗାନ୍ଧୀଙ୍କୁ ନୋବେଲ ଶାନ୍ତି ପୁରସ୍କାର?, କଂଗ୍ରେସ ନେତା କହିଲେ, “ସେ ବି ସମ୍ବିଧାନକୁ…

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋଙ୍କୁ ତୁଳନା କରିଛନ୍ତି କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ସିଂହ ରାଜପୁତ । ସେ ପରୋକ୍ଷରେ ରାହୁଲଙ୍କୁ ବି ନୋବେଲ ମିଳିବା ଉଚିତ୍ ବୋଲି ମତ ରଖିଛନ୍ତି ।…

ବିଜେପିରେ ମିଶିବେ କି ଜୟ ଢୋଲକିଆ! ଲାଗି ରହିଛି ସସପେନ୍ସ

ଭୁବନେଶ୍ୱର: ଜୟ ଢୋଲକିଆଙ୍କୁ ନେଇ ବଡ଼ ସସପେନ୍ସ । ନୂଆପଡ଼ା ଆସନର ବିଧାନସଭା ଉପନିର୍ବାଚନ ପୂର୍ବରୁ ଜୟ ଢୋଲକିଆଙ୍କୁ ନେଇ ବଢ଼ିଲା ଚର୍ଚ୍ଚା । ବିଜେଡିରୁ ପ୍ରାର୍ଥୀ ହେବେ ନା ବିଜେପିକୁ ଯିବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି।…

Israel-Hamas Ceasefire: ଗାଜାର ଧ୍ୱଂସାବଶେଷରେ ଫୁଟିଛି ନୂଆ ଆଶାର ଫୁଲ, ଯୁଦ୍ଧବିରତି ପରେ ଘରକୁ ଫେରିଲେ ହଜାର ହଜାର…

ନୂଆଦିଲ୍ଲୀ: ବୋମା ଏବଂ କ୍ଷେପଣାସ୍ତ୍ରର କୁଆପଥର ଦ୍ୱାରା ବିଧ୍ୱସ୍ତ ଗାଜାରେ ପୁଣି ଥରେ ନୂଆ ଆଶା ସଞ୍ଚାର ହୋଇଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଶୁକ୍ରବାର ଅପରାହ୍ନରେ କାର୍ଯ୍ୟକାରୀ ହୋଇଥିବା ଅସ୍ତ୍ରବିରତି ପରେ ଶନିବାର ସକାଳ ସୁଦ୍ଧା ହଜାର ହଜାର…

“ମୋ ସମ୍ମାନରେ ସେ ଗ୍ରହଣ କଲେ,” ନୋବେଲ ଶାନ୍ତି ପୁରସ୍କାର ନେଇ କହିଲେ ଟ୍ରମ୍ପ, “ମୁଁ…

ନୂଆଦିଲ୍ଲୀ: ନୋବେଲ୍ ପୁରସ୍କାର କମିଟି ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ଘୋଷଣା କରିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ଜିତିବାର ଆଶା ମଉଳି ଯାଇଥିଲା। ଆଉ ଏହା ପରେ ଭେନେଜୁଏଲାର ବିରୋଧୀ ଦଳ ନେତା…

Koraput Deomali: ଏଣିକି ଦେଓମାଳିରେ ବାହାର ତମ୍ବୁ ମନା

କୋରାପୁଟ: ଏଣିକି ଦେଓମାଳିରେ ବାହାର ତମ୍ବୁ ମନା। ବାହାର ତମ୍ବୁ ବାରଣ ନେଇ ନୋଟିସ ଜାରି କଲା କୋରାପୁଟ ଜିଲ୍ଲା ପ୍ରଶାସନ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ରହିଥିବା ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ରାତ୍ରୀଯାପନ ପାଇଁ ବାହାର ତମ୍ବୁ ବା ଟେଣ୍ଟ ଉପରେ ବାରଣ କରାଯାଇଛି। ନୋଟିସ…