ବାପା ଦେଉଥିଲେ ଯୌନ ନିର୍ଯାତନା; ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ଝିଅ
ଭୁବନେଶ୍ୱର: ଗଞ୍ଜାମରେ ଆତ୍ମାହୁତି ଉଦ୍ୟମ କରିଥିବା ୨୨ ବର୍ଷୀୟା ଯୁବତୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ତାଙ୍କ ବାପାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଯାହା ପରେ ସେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।…