Latest Odisha News

BREAKING NEWS

ଖଣିଜ ସାମଗ୍ରୀ ଚୋରା ଚାଲାଣ ବେଳେ ୨ ଗିରଫ, ଟ୍ରଲର ଓ ଜେସିବି ଜବତ

କେନ୍ଦୁଝର: ଖଣିଜ ସାମଗ୍ରୀ ଚୋରା ଚାଲାଣ ବେଳେ ଖଣିଜ ବୋଝେଇ ଟ୍ରଲର ଓ ଜେସିବି ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କେନ୍ଦୁଝରର ବାମେବାରି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ଅଞ୍ଚଳରେ ପୂର୍ବରୁ ଖନନ…

‘ନିଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ସରକାରଙ୍କ ମେଗା ପ୍ଲାନ୍: ସ୍କୁଲରୁ ପଞ୍ଚାୟତ ଯାଏଁ ଛୁଟିବ ସଚେତନତାର ବାର୍ତ୍ତା,…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ନିଶା କାରବାର ଉପରେ ଲଗାମ କଷିବା ଏବଂ ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏକ ବଳିଷ୍ଠ ପଦକ୍ଷେପ ହାତକୁ ନେଇଛନ୍ତି। ଓଡ଼ିଶାକୁ ସମ୍ପୂର୍ଣ୍ଣ ‘ନିଶାମୁକ୍ତ’ କରିବା ଲକ୍ଷ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷ…

Twisha Sharma death: ଆସିଲା ଏମ୍ସ ରିପୋର୍ଟ, ତ୍ୱିଶାଙ୍କ ବେକରେ ଜିମ୍ ବେଲ୍ଟ ଚିହ୍ନ…

ନୂଆଦିଲ୍ଲୀ: ତ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏମ୍ସ ଦିଲ୍ଲୀ ଟିମ୍ ତଦନ୍ତ ପରେ ପ୍ରସ୍ତୁତ ହୋଇଥିବା ଏକ ବିସ୍ତୃତ ୧୧ ପୃଷ୍ଠାର ରିପୋର୍ଟ ସିବିଆଇକୁ ପ୍ରଦାନ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରିପୋର୍ଟକୁ ଗୋପନୀୟ ରଖାଯାଇଛି। ସୂତ୍ର ଅନୁଯାୟୀ, ଏମ୍ସ ମେଡିକାଲ…

Monsoon Session: ମୌସୁମୀ ଅଧିବେଶନ ପୂର୍ବରୁ ଡକା ହେଲା ସର୍ବଦଳୀୟ ବୈଠକ, ଅନେକ ପ୍ରସଙ୍ଗରେ ହୋଇପାରେ ଜୋରଦାର…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ତେବେ ଏହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୧୯ ସକାଳ ୧୧ଟାରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରତ୍ୟେକ ସଂସଦ ଅଧିବେଶନ ପୂର୍ବରୁ ହେଉଥିବା ଏହି ବୈଠକରେ ଅଧିବେଶନକୁ…

ଭୁବନେଶ୍ୱର ଇସ୍କନ ଆଗରେ କଳିଙ୍ଗ ସେନାର ଗର୍ଜନ, ମନ୍ଦିରରେ ତାଲା ପକାଇବାକୁ ଦେଲେ ଧମକ

ଭୁବନେଶ୍ୱର: ବିଦେଶ ମାଟିରେ ଇସ୍କନ (ISKCON) ପକ୍ଷରୁ କରାଯାଉଥିବା 'ଅଦିନିଆ ରଥଯାତ୍ରା'କୁ ନେଇ ଏବେ ସାରା ଓଡ଼ିଶାରେ ତୀବ୍ର ଜନଅସନ୍ତୋଷ ଦେଖିବାକୁ ମିଳିଛି। ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ରୀୟ ପରମ୍ପରାକୁ ଉଲ୍ଲଂଘନ କରିବା ଏବଂ ପୁରୀ ଗଜପତି ମହାରାଜାଙ୍କ ଅନୁରୋଧକୁ ଖାରଜ କରିବା ପରେ ଇସ୍କନ…

ପୁଣି ହର୍ମୁଜ ବନ୍ଦ ଘୋଷଣା, ରାଗିଗଲା ଆମେରିକା…

ନୂଆଦିଲ୍ଲୀ: ପୁଣି ହର୍ମୁଜ ବନ୍ଦ ଘୋଷଣା କରିଛି ଇରାନ। ଏଥିସହିତ ଇରାନ ଦାବି କରିଛି ଯେ ଏହି ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ଏବଂ ସାମୁଦ୍ରିକ ସୁରକ୍ଷା ବିବାଦ ବୃଦ୍ଧି ପାଇବା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛି। ଇରାନୀ ଅଧିକାରୀମାନେ ଦାବି କରିଛନ୍ତି ଯେ କିଛି ଜାହାଜ ନିର୍ଦ୍ଦିଷ୍ଟ…

Rath Yatra Duty:ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ; ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ…

ପୁରୀ:ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ । ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବା ଘଟଗାଁ ଥାନା ହୁଣ୍ଡାପିଟା ଗ୍ରାମର ପ୍ରଦୀପ ମହାନ୍ତ ଆଉ ଘରକୁ ଫେରିପାରିଲେନି।  ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା…

Jaipur School Tragedy: ‘ମାମ୍…ମୋ କଥା ଥରେ ଶୁଣ!’ ବାରମ୍ବାର ଶିକ୍ଷୟିତ୍ରୀଙ୍କୁ ଗୁହାରି…

ଜୟପୁର: ୧୮ ମାସ ଧରି ବୁଲିଂ, ଶେଷ ଦିନରେ ବି ମିଳିଲାନି ସାହାଯ୍ୟ, ଚତୁର୍ଥ ମହଲାରୁ ଡେଇଁପଡ଼ିଲା ୯ ବର୍ଷର ନାବାଳିକା । ନୂଆ CCTV ଫୁଟେଜ୍ ସାମ୍ନାକୁ ଆସିଲା ପରେ ଉଠିଲା ଅନେକ ପ୍ରଶ୍ନ । ମାତ୍ର ୯ ବର୍ଷର କଅଁଳ ବୟସ। ମନରେ ଅସୁମାରୀ ଆଶା ନେଇ ସ୍କୁଲକୁ ଯାଇଥିଲା ପାଠ ପଢ଼ିବାକୁ, କିନ୍ତୁ…

ପୁଅର ଫେସବୁକ୍ ପୋଷ୍ଟକୁ ନେଇ ଅଡ଼ୁଆରେ ପଡ଼ିଲେ ନେତ୍ରୀ: ନବୀନ ନିବାସରେ ସୁପ୍ରିମୋଙ୍କୁ ଭେଟି ସଫେଇ ଦେଲେ ଅଳକା…

ଭୁବନେଶ୍ୱର: ପୁଅର ଗୋଟିଏ ସାଧାରଣ ଫେସବୁକ୍ ପୋଷ୍ଟ ଏବେ ରାଜ୍ୟ ରାଜନୀତିରେ, ବିଶେଷ କରି ଝାରସୁଗୁଡ଼ା ବିଜେଡି ଭିତରେ ହଟଚମଟ ସୃଷ୍ଟି କରିଛି। ପରିସ୍ଥିତି ଏପରି ହେଲା ଯେ, ବ୍ରଜରାଜନଗରର ପୂର୍ବତନ ବିଜେଡି ବିଧାୟିକା ଅଳକା ମହାନ୍ତିଙ୍କୁ ସିଧାସଳଖ ନବୀନ ନିବାସରେ ପହଞ୍ଚି ଦଳୀୟ ସୁପ୍ରିମୋଙ୍କ…

Karnataka Minister Told Exit: ଖୁଚୁରା ନଥିବାରୁ ପରିବହନ ମନ୍ତ୍ରୀଙ୍କୁ ବସରୁ ସିଧା ଓହ୍ଲାଇ ଯିବାକୁ କହିଲା…

ବେଙ୍ଗାଲୁରୁ: ସାଧାରଣ ଲୋକଙ୍କ ଭଳି ମାସ୍କ ପିନ୍ଧି ବସ୍‌ରେ ଚଢ଼ିଲେ ଖୋଦ୍ ପରିବହନ ମନ୍ତ୍ରୀ। ୧୦୦ ଟଙ୍କାର ନୋଟ୍ ଦେଇ ଟିକେଟ୍ ନେବାକୁ ଯିବାବେଳେ କଣ୍ଡକ୍ଟରଙ୍କ ଉତ୍ତର ଶୁଣି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। କଣ୍ଡକ୍ଟର କହିଥିଲେ, "ଖୁଚୁରା ନାହିଁ, ତଳକୁ ଓହ୍ଲାଇ ପଡ଼ନ୍ତୁ।" ଏହି ଘଟଣା ଏବେ…