ରାଜଧାନୀରୁ ନକଲି ଡାକ୍ତର ଗିରଫ
ଭୁବନେଶ୍ୱର: ପୁଣି ଜଣେ ନକଲି ଡାକ୍ତର ଗିରଫ । ରାଜଧାନୀ ଭୁବନେଶ୍ୱରରୁ ଆଜି ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି । ତାଙ୍କ ନାମ କୁମାର କାଣ୍ଡି । ତାଙ୍କ ନିକଟରୁ ବହୁ ପରିମାଣର ନକଲି ଔଷଧ ଜବତ ହୋଇଛି ।
କ୍ୟାନ୍ସରରୁ ଆରମ୍ଭ କରି ଓଜନ କମାଇବା, ସୁନ୍ଦର ଦେଖାଯିବା ଓ ଏସିଡିଟି ଆଦି ସମସ୍ୟାକୁ…