Latest Odisha News

BREAKING NEWS

ପରମ୍ପରାରେ ପାନ

ଭୁବନେଶ୍ୱର : ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା । ରଜ ସହିତ ପାନ…

ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ହେବ ଇଟାଲୀ ଭାରତ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ  ଗୁରୁବାର ରାତିରେ ଇଟାଲୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବର୍ଷର ଜି-୭ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରୁଛି ଇଟାଲୀ। ଇଟାଲୀର ଅପୁଲିଆରେ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଜି-୭ ଶିଖର ସମ୍ମିଳନୀ ଅନୁଷ୍ଠିତ…

ରଜ ମହୋତ୍ସବ ୨୦୨୪ ଉଦ୍ଘାଟିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ବାବୁ ସିଂଙ୍କ ଦ୍ୱାରା ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଜେନେରାଲ…

ପୁର ପଲ୍ଲୀରେ ରଜ ମଉଜ, କାହିଁକି ପାଳନ ହୁଏ ରଜ ଜାଣନ୍ତୁ……

ଭୁବନେଶ୍ବର: ଆଜି ରଜ ପାଳୁଛି ଓଡିଶା । ସାରା ରାଜ୍ୟରେ ପହିଲି ରଜ ମଉଜ । ଓଡିଶାର ଝିଅ ବୋହୂମାନେ ସୂର୍ଯ୍ୟ ଉଇଁବା ଆଗରୁ ଗୋଧୋଇ ପାଧୋଇ ରଜ ପାଳନ କରୁଛନ୍ତି । ରଜ ପାନ, ରଜ ଦୋଳି, ସୁନ୍ଦର ସୁନ୍ଦର ଝିଅଙ୍କ ସଜବାଜବରେ ଚଳଚଞ୍ଚଳ ଓଡିଶାର ପ୍ରତିଟି ଘର । ଘରେ ଘରେ ପିଠା ପଣା, ଦୋଳି ଖେଳ,…

ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ସୋଆ ପକ୍ଷରୁ ଆଇଏମଜିଇଏକ୍ସ ଇଣ୍ଡିଆ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱରସ୍ଥିତ ଆଇଏମଜିଇଏକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଗବେଷଣା କାର୍ଯ୍ୟକ୍ରମରେ ଏସଓଏର ସେଣ୍ଟର ଫର୍ ଇଣ୍ଡଷ୍ଟ୍ରିଆଲ ବାୟୋଟେକ୍ନୋଲୋଜି ରିସର୍ଚ୍ଚ…

କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି ଦୁଇ ଓଡ଼ିଆ, ମିଳିଲା ପରିଚୟ

ଭୁବନେଶ୍ୱର: କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଅଛନ୍ତି। ଶେଷ ଖବର ସୁଦ୍ଧା ଏହି ସୂଚନା ହସ୍ତଗତ ହୋଇଛି। ଓଡ଼ିଶାର ଦୁଇ ମୃତକ ହେଲେ ସନ୍ତୋଷ କୁମାର ଗୌଡ଼ ଓ ମହମ୍ମଦ ଜାହୁର। ମିଳିଥିବା ସୂଚନା ଅନୁଯାୟୀ, ମହମ୍ମଦ ଜାହୁର କଟକ ଜିଲ୍ଲା ଆଠଗଡ଼…

ଶାହ ଏବଂ ପୂର୍ବତନ ରାଜ୍ୟପାଳଙ୍କ ଭିଡିଓକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା, ସ୍ପଷ୍ଟୀକରଣ ରଖିଲେ ତାମିଲସାଇ

ନୂଆଦିଲ୍ଲୀ: ଅମିତ ଶାହା ତାମିଲିସାଇଙ୍କ ସହ କଥା ବାର୍ତ୍ତା କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ତାମିଲନାଡୁ ବିଜେପିରେ କୌଣସି ମତଭେଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ହେଉଛି। ଏବେ ଏହାକୁ ନେଇ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଗୁରୁବାର ସ୍ପଷ୍ଟୀକରଣ…

ଲୋକସଭାରେ ବାଚସ୍ପତି ନିର୍ବାଚନ ଜୁନ୍ ୨୬

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ଆରମ୍ଭ ହେବାର ଦୁଇ ଦିନ ପରେ ଜୁନ୍ ୨୬ ତାରିଖ ବୁଧବାର ଦିନ ନୂଆ ସାଂସଦମାନେ ବାଚସ୍ପତି ବାଛିବାକୁ ଯାଉଛନ୍ତି। ସରକାରୀ କାର୍ଯ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଧିବେଶନ ଜୁଲାଇ ୩, ୨୦୨୪ ବୁଧବାର ଶେଷ ହେବ ବୋଲି ସରକାରୀ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।…

ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ

ଭୁବନେଶ୍ୱର: ନୂଆ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇନଥିବା ବେଳେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ୮ ଥର ବିଧାୟକ ଥିବା ରାଜା ସ୍ୱାଇଁଙ୍କୁ ସପ୍ତଦଶ ବିଧାନସଭାର ପ୍ରୋଟେମ୍ ସ୍ପିକର…

ସ୍କୁଲ ଖୋଲିବାର ପ୍ରଥମ ଦିନରେ ଏମଡିଏମ୍ ସୁନିଶ୍ଚିତ କରିବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍କୁଲ ଖୋଲିବା ବେଳକୁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍…