କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ଖୋଲିଲା ରହସ୍ୟ, ୬ ଜଣଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର: କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ପୋଲିସ ହାତରେ ଲାଗିଲା ବଡ ପ୍ରମାଣ । ତେବେ ରତ୍ନପଥର ଚୋରା କାରବାରରୁ ଶଙ୍କରଭାନୁ ହତ୍ୟାକାଣ୍ଡ ଘଟିଥିବା ଆଜି ଖୁଲାସା କରିଛି ବଲାଙ୍ଗୀର ପୋଲିସ ।
ଏହି ହତ୍ୟାକାଣ୍ଡରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ…