ପ୍ୟାରିସ ଅଲିମ୍ପିକ୍ସ: ନୀରଜ ନେବେ ଭାରତୀୟ ଆଥଲେଟିକ୍ସ ଟିମର ନେତୃତ୍ୱ
ନୂଆଦିଲ୍ଲୀ: ଆଉ ହତ ଗଣତି ଦିନ ପରେ ଆରମ୍ଭ ହେବ ପ୍ୟାରିସ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଇତି ମଧ୍ୟରେ ଟିମ ଇଣ୍ଡିଆର ୨୮ ସଦସ୍ୟ ବିଶିଷ୍ଟ ଆଥଲେଟିକ୍ସ ଟିମର ନେତୃତ୍ୱ ଦାୟିତ୍ୱ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ପ୍ରଦାନ କରାଯାଇଛି ।…