Latest Odisha News

BREAKING NEWS

ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ

କୋଲକାତା: ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ମିଳିଛି ଦୁଷ୍କର୍ମ ଧମକ। ଏନେଇ ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆମେ ମହିଳାଙ୍କ ପାଇଁ ନ୍ୟାୟ ଦାବି କରୁଛୁ, ଠିକ୍‌ ତ? ଏମାନେ ହେଉଛନ୍ତି ସେମାନଙ୍କ ମଧ୍ୟରୁ…

ସିଏଏସ କାହିଁକି ଭିନେଶଙ୍କ ଆବେଦନ ଖାରଜ କଲା ରଖିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିବା ସତ୍ୱେ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ଭିନେଶ ସିଏଏସ ନିକଟରେ ଆବେଦନ କରିଥିଲେ । ଆସନ୍ତୁ ସିଏଏସ କିପରି ଭିନେଶଙ୍କ ଦଲୀଲକୁ ଖାରଜ କରିଥିଲେ ଜାଣିବା । ୧.…

ଚିକିଟି ମଦମୃତ୍ୟୁ: ‘ବିଜେଡି ଲିଙ୍କରେ ଚାଲିଥିଲା କାରବାର’

ଗଞ୍ଜାମ: ଚିକିଟି ମଦ ମୃତ୍ୟୁ ମାମଲାରେ ଅଛି ବିଜେଡି ଲିଙ୍କ୍ । ବିଜେଡି ହାତରେ ହିଁ ଚାଲିଥିଲା ବିଷାକ୍ତ ମଦର ଚୋରା କାରବାର । କିଛି ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ଚିକିଟି ବିଜେପି ବିଧାୟକ । ଗଞ୍ଜାମ ଜିଲ୍ଲା ଚିକିଟିରେ ଶସ୍ତା ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ…

ଦ୍ବିତୀୟ ଦିନରେ ବି ଚାଲିପାରିଲାନି ଗୃହ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଚାଲିଛି ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ । ହେଲେ ଆଜି ଦ୍ବିତୀୟ ଦିନରେ ବି ଗୃହରେ ଅଚଳ ଅବସ୍ଥା । ପୁଣି ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ତେବେ ପ୍ରଥମ ଦିନ ଭଳି ଆଜି ବି ଅପରାହ୍ନ ୪ଟା…

ବନ୍ଦେ ଭାରତ ଏକ୍ସପ୍ରେସର ଖାଦ୍ୟରୁ ବାହାରିଲା ଅସରପା

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସରେ ଖାଦ୍ୟରୁ ବାହାରିଛି ଅସରପା। ଏକ ପରିବାର ଶିରିଡିରୁ ମୁମ୍ବାଇ ଯାତ୍ରା କରୁଥିବା ବେଳେ ସେମାନଙ୍କ ଖାଦ୍ୟରୁ ବାହାରିଥିଲା ଅସରପା। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶେୟାର କରାଯାଇଥିବା ଭିଡିଓ ଓ ଫଟୋରେ ଡାଲି ଭିତରେ ମଲା…

ଆଜି ପୋଲାଣ୍ତ ଓ ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି। ଏହା ପରେ ସେ ଗୋଟିଏ ଦିନ ପାଇଁ ୟୁକ୍ରେନ ଗସ୍ତରେ ଯିବେ। ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ହେଉଛି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ପୋଲାଣ୍ଡର ୱାର୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆନୁଷ୍ଠାନିକ…

ପୁଣି ରାଜ୍ୟସଭା ଯିବେ ମମତା ମହାନ୍ତ, ଭରିଲେ ନାମାଙ୍କନ

ଭୁବନେଶ୍ବର: ପୁଣି ରାଜ୍ୟସଭା ଯିବେ ମମତା ମହନ୍ତ । ଗତକାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ମମତାଙ୍କ ନାଁ ଦେଇଛି ବିଜେପି । ଏହାପରେ ଆଜି ବିଧିବଦ୍ଧ ଭାବେ ବିଧାନସଭା ଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ବିଭିନ୍ନ ବରିଷ୍ଠ ବିଜେପି ନେତାଙ୍କ…

ସିମ୍ ବକ୍ସ ମାମଲାରେ ନୂଆ ଟ୍ବିଷ୍ଟ: ରାଜୁ ନିଖୋଜ ନେଇ ପରିବାର ଲୋକେ କଲେ ଅଭିଯୋଗ

ଭୁବନେଶ୍ବର: ଖୋଲୁଛି ସିମ୍ ବକ୍ସ ମିଷ୍ଟ୍ରି । ପ୍ରଥମେ ଭୁବନେଶ୍ବର, କଟକ ଆଉ ତାପରେ ରାଞ୍ଚି ଯାଏଁ ଲମ୍ବିଥିବା ସିମବକ୍ସର ନେଟଓ୍ବାର୍କ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାର ମାଷ୍ଟର ମାଇଣ୍ଡ ଆଶଦ୍ଦୁର ଏବେବି ଫେରାର ଥିବା ବେଳେ ଜଣେ ବଙ୍ଗୀୟ ଯୁବକ ରାଜୁ ମଣ୍ଡଳଙ୍କୁ ୫ ଦିନିଆ…

ସାରା ରାଜ୍ୟରେ ପ୍ରବଳ ବର୍ଷା: ବିଜୁଳି-ଘଡ଼ଘଡ଼ି ଆଶଙ୍କା, ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମୌସୁମୀ ଜନିତ ନିମ୍ନଚାପରେଖା ଲଘୁଚାପ କେନ୍ଦ୍ରସ୍ଥଳ ଦକ୍ଷିଣ ବାଂଲାଦେଶ ଏବଂ ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବିଜୁଳି ଘଡଘଡି ହେବା ନେଇ ପାଣିପାଗ ବିଭାଗ…

ଭାରତ ବନ୍ଦ ଡାକରା: ରେଳ ବାଧାପ୍ରାପ୍ତ, ସମ୍ବଲପୁରରେ ବେଶୀ ପ୍ରଭାବ

ଭୁବନେଶ୍ବର: ଆଜି ଭାରତ ବନ୍ଦ । ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟର ଲାଗୁ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି  । ଏହାକୁ ନେଇ ଦଳିତ ଓ ଆଦିବାସୀ ସଂଗଠନ ଭାରତ ବନ୍ଦ ପାଳନ…