‘ମୋ ବସ୍’ରେ ଯାତ୍ରା ସହ ମନ୍ତ୍ରୀଙ୍କ ସମୀକ୍ଷା, କଲେ ବଡ଼ ଘୋଷଣା
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଅନେକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାରି ଭିତରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର‘ମୋ ବସ୍’ରେ ଯାତ୍ରା କରି ସମୀକ୍ଷା କରିଛନ୍ତି। ଆଜି ସକାଳେ ମନ୍ତ୍ରୀ ମୋ ବସ୍ରେ ଯାତ୍ରା କରିଥିଲେ। ମନ୍ତ୍ରୀ ମୋ ବସ୍ରେ…