Latest Odisha News

BREAKING NEWS

ଗୁଣି ଗାରେଡ଼ି ପାଇଁ ମାଟିରେ ପୋତି ହୋଇ ଘର ମାଲିକ ମୃତ

କେନ୍ଦ୍ରାପଡ଼ା: ଗୁଣିଗାରେଡ଼ି ନେଲା ଜୀବନ । ଗୁଣିଗାରେଡ଼ି ପୂଜା ବେଳେ ମାଟିତଳେ ପୋତି ହୋଇ ଜଣେ ମୃତ। କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବରମୁତାବକ, ପାଳକଣା ଗାଁ ଜଗବନ୍ଧୁ ମହାରଣାଙ୍କ ନିଜ ଘରେ ଚାଲିଥିଲା ଗୁଣି…

Happy hormones:ଶରୀରକୁୁ ଖୁସି କରୁଥିବା ହରମୋନ ଏପରି ବୃଦ୍ଧି କରନ୍ତୁ…

ଭୁବନେଶ୍ବର:ହରମୋନଗୁଡ଼ିକ ହେଉଛି ରାସାୟନିକ ବାର୍ତ୍ତାବାହକ ଯାହା ଆମ ଶରୀର ଭିତରେ ଉତ୍ପାଦିତ ହୁଏ। ଯାହା ରକ୍ତପ୍ରବାହ ମାଧ୍ୟମରେ ବିଭିନ୍ନ ଅଙ୍ଗକୁ ବାର୍ତ୍ତା ପଠାଇ ବିଭିନ୍ନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ। ଏଗୁଡ଼ିକ ମୁଡ, ନିଦ୍ରା, ଭୋକ, ପାଚନ ଏବଂ ଚାପ ଠାରୁ ଆରମ୍ଭ କରି ଶକ୍ତି ସ୍ତର ଏବଂ…

Custard apple Benefits: ରକ୍ତଚାପ ଏବଂ ହୃଦୟକୁ ସୁସ୍ଥ ରଖେ ଆତ!

ଭୁବନେଶ୍ବର:ବୟସ ବଢ଼ିବା ସହିତ ଆପଣଙ୍କ ଖାଦ୍ୟରେ ଫଳର ପରିମାଣ ବୃଦ୍ଧି କରିବା ଉଚିତ। ଆପଣଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାରର ଫଳ ସାମିଲ କରିବା ଦେହ ପାଇଁ ଭଲ । ତେବେ ଆତ ସିଜନରେ ପ୍ରତିଦିନ ଗୋଟିଏ ​ଆତ ଖାଇବା ଉଚିତ। ଏହି ଆତ ଫଳ ଖାଇବା ଦ୍ବାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ।…

ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଲାଗି ହେଲା ପହିଲି ଭୋଗ

କେନ୍ଦ୍ରାପଡ଼ା: ପବିତ୍ର ଧନୁ ସଂକ୍ରାନ୍ତିରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପାଖରେ ପହିଲି ଭୋଗ ଲାଗି ହୋଇଛି । ଏହ ସହ ମହାପ୍ରଭୁଙ୍କ ପାଖରେ ଧନୁ ମୁଁଆ ଭୋଗ ଲାଗି ହୋଇଛି। ଶାସ୍ତ୍ର ଅନୁଯାୟୀ ମା’ ଲକ୍ଷ୍ମୀ ଧନୁ ସଂକ୍ରାନ୍ତି ପୂର୍ବ ମାସନ୍ତ ରାତିରେ ନିଜ ପିତୃ ଆଳୟକୁ ଯାତ୍ରା କରିଥାନ୍ତି।…

ଆଶ୍ରମ ସ୍କୁଲରେ +୨ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ…

ସୋନପୁର: ସୋନପୁର ତରଭା ଆଶ୍ରମ ସ୍କୁଲର ହଷ୍ଟେଲରେ ରହୁଥିବା ଜଣେ +୨ ଦ୍ଵିତୀୟ ବର୍ଷର ଛାତ୍ରଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ୍ ସୁଦ୍ଧା ତାଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ।କିନ୍ତୁ ତାଙ୍କୁ ନିର୍ମମ ଭାବରେ ମାଡ଼ ମାରିବା ପରେ ମୃତ୍ୟୁ…

ଦିଲ୍ଲୀ ପ୍ରଦୂଷଣକୁ ନେଇ କ୍ଷମା ମାଗିଲେ ମନ୍ତ୍ରୀ; ଏତେ କମ୍ ସମୟ…

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଯାହାକୁ ନେଇ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କ୍ଷମା ମାଗିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଅନେକ ପ୍ରୟାସ କରିଛନ୍ତି। ଏପରିକି ଦିଲ୍ଲୀ ସରକାର କୃତ୍ରିମ ବର୍ଷା ମଧ୍ୟ କରାଇଥିଲେ…

Dhruv64:ଲଞ୍ଚ ହେଲା ଭାରତର ପ୍ରଥମ 1.0 GHz ସ୍ୱଦେଶୀ ଚିପ୍ ; ପ୍ରତିରକ୍ଷା କ୍ଷେତ୍ରରେ ହେବ ଉପଯୋଗୀ

ନୂଆଦିଲ୍ଲୀ:ଭାରତ ନିଜର ପ୍ରଥମ ସ୍ୱଦେଶୀ 1.0 GHz, 64-ବିଟ୍ ଡୁଆଲ୍-କୋର୍ Dhruv64 ଚିପ୍ ଲଞ୍ଚ କରିଛି । ଫଳରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି ଭାରତ। ଏହି ଚିପ୍ ଭାରତକୁ ବିଦେଶୀ ଚିପ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଏହା…

ରାଜନୀତିରେ ପାଦ ଥାପି ପାରନ୍ତି ଦୌଡା ରାଣୀ ଦୂତି

ଭୁବନେଶ୍ୱର: ଓଡିଶାର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଆଥଲେଟ ଦୂତି ଚାନ୍ଦ ପରୋକ୍ଷରେ ରାଜନୀତି ପ୍ରତି ଆଗ୍ରହ ଥିବା କଥା କହିଛନ୍ତି । ଯାହା ପରେ ସେ ରାଜନୀତିରେ ପାଦ ଦେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ଓଡିଶାର ଦୌଡା ରାଣୀ ଓ ଅଲିମ୍ପିଆନ କମ୍ପିଟେଟିଭ ଆଥଲେଟିକ୍ସରୁ ଅବସର…

ବଦମାସ ଗୁଳି ଚଳାଇଲେ, ମୋବାଇଲ ବଂଚାଇଲା ଜୀବନ

ଇନ୍ଦୋର: ଭଗବାନ ଯାହାକୁ ରକ୍ଷା କରିବେ ତାକୁ କିଏ ବା ମାରିବ । ରାଉରେ ଏ ଭଳି ଏକ ଘଟଣା ଘଟିଛି । ଦୁଇ ଜଣ ବଦମାସ ଏକ କଳା ସ୍କୁଟରରେ ଆସି ବିନୟ ପାଟୀଦାରଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ବିନୟଙ୍କ ପକେଟରେ ଥିବା ମୋବାଇଲ ଓ ଏଟିଏମ କାର୍ଡ ତାଙ୍କ ଜୀବନ ବଂଚାଇ ଦେଇଥିଲା । ଗୁଳି ମୋବାଇଲ,…

ମୁଖ୍ୟସ୍ରୋତକୁ ଫେରିଲେ ୩୪ ମାଓବାଦୀ କ୍ୟାଡର, ସେମାନଙ୍କ ଉପରେ ଥିଲା ୮୪ ଲକ୍ଷ ଟଙ୍କା ପୁରସ୍କାର ରାଶି

ବିଜାପୁର: ଭୂଷୁଡୁଛି ମାଓଗଡ । ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ, ଆଜି ୩୪ ଜଣ ମାଓବାଦୀ କ୍ୟାଡର ଆତ୍ମସମର୍ପଣ କରିଛନ୍ତି । ଏଥିରେ ପ୍ରତିନିଧିତ୍ୱ କରୁଥିବା ୭ ଜଣ ମହିଳା କ୍ୟାଡର ଏବଂ ୨୭ ଜଣ ପୁରୁଷ କ୍ୟାଡର ଅଛନ୍ତି । ଏହି ସମସ୍ତ ମାଓବାଦୀମାନେ ସଶସ୍ତ୍ର ଏବଂ ହିଂସାତ୍ମକ…