Latest Odisha News

BREAKING NEWS

Aamir’s Wedding Ring: ତୃତୀୟ ପତ୍ନୀଙ୍କୁ ଆମିରଙ୍କ ୫ କୋଟିର ବିରଳ ଓ୍ବେଡିଂ ରିଙ୍ଗ?

ମୁମ୍ବାଇ: ୧୩୧ କାରିଗର, ୨୫୬ ଘଣ୍ଟା... ଆମିରଙ୍କ ରାଜକୀୟ ୱେଡିଂ ଗିଫ୍ଟ ରୁବି ରିଙ୍ଗର ଦାମ ଶୁଣିଲେ ଚକିତ ହେବେ… ବିବାହରେ କେହି ଫୁଲ ଦିଅନ୍ତି, କେହି ହୀରାର ଆଙ୍ଗୁଠି। କିନ୍ତୁ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ ତାଙ୍କ ତୃତୀୟ ପତ୍ନୀ ଗୌରୀ ସ୍ପ୍ରାଟ୍‌ଙ୍କୁ ଏମିତି ଏକ…

Hirakud Water Row: ହୀରାକୁଦ ଜଳ ପରିଚାଳନାରେ ଛତିଶଗଡ଼ର ମନମାନି? ବଢ଼ିଲା ଅସନ୍ତୋଷ…

ସମ୍ବଲପୁର: ଗୁରୁବାର ହୀରାକୁଦରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି । ବର୍ଷା ଋତୁରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ହୀରାକୁଦରୁ ଜଳ ନିଷ୍କାସନ ସାଧାରଣ ପ୍ରକ୍ରିୟା ହୋଇଥିଲେ ମଧ୍ୟ, ଚଳିତ ବର୍ଷ ଏହାକୁ ନେଇ ଆଉ ଏକ ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରାଜ୍ୟ…

୨୨ ଘଣ୍ଟା ପରେ ମାଲ୍ୟଗିରି ପାହାଡ଼ରୁ ୩ ଯୁବକ ଉଦ୍ଧାର

ଭୁବନେଶ୍ୱର: ମାଲ୍ୟଗିରି ପାହାଡ଼ରେ ଫସି ରହିଥିବା ତିନି ଜଣ ଯୁବକଙ୍କୁ ଗୁରୁବାର ଦିନ ଦୀର୍ଘ ୨୨ ଘଣ୍ଟା ପରେ ସଫଳତାର ସହ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ, କେନ୍ଦୁଝରର ସାତ ଜଣ ଯୁବକ ବୁଧବାର ମାଲ୍ୟଗିରି ପାହାଡ଼ରେ ଟ୍ରେକିଂ କରିବାକୁ ଯାଇଥିଲେ। ସେମାନେ ଖୁଲୁଡି ଶିବ ମନ୍ଦିରରୁ…

ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ବିଏମସିର ବଡ଼ ଆକ୍ସନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ଦିଆଯାଇଛି ସର୍ବୋଚ୍ଚ ପ୍ରାଥମିକତା। ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନେଇଛି ବଡ଼ ପଦକ୍ଷେପ । ବିମାନ ଚଳାଚଳରେ ବାଧା ସୃଷ୍ଟି କରିପାରୁଥିବା ଉଚ୍ଚ…

ନାଲକୋ-ଏନଏଲସି ଇଣ୍ଡିଆ ମଧ୍ୟରେ ଚୁକ୍ତିନାମା, ଅନୁଗୁଳରେ ହେବ ୧୦୮୦ ମେଗାୱାଟ ପାୱାର ପ୍ଲାଣ୍ଟ

ଭୁବନେଶ୍ୱର: ଅନୁଗୁଳ ଠାରେ ୧୦୮୦ ମେଗାୱାଟ ଥର୍ମାଲ୍ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ନ୍ୟାସନାଲ ଆଲ୍ୟୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ଏବଂ ଏନଏଲସି ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ମିଳିତ ଉଦ୍ୟମ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀଠାରେ କେନ୍ଦ୍ର କୋଇଲା ଏବଂ ଖଣି…

ଆସୁଛି ଆଉ ଏକ ଲଘୁଚାପ: ୧୨ ଯାଏଁ ଭିଜିବ ଓଡ଼ିଶା, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ। । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କୁ ଗିରଫ କରିଛି। ତାଙ୍କ ସହ ଜଡିତ ସମ୍ପତ୍ତିରେ ଏକକାଳୀନ ଚଢ଼ାଉ ପରେ ତାଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଭିଜିଲାନ୍ସ ଅଧିକାରୀମାନେ…

ହୀରାକୁଦର ପ୍ରଥମ ବନ୍ୟାଜଳ ନିଷ୍କାସନ, ପୂଜାପାଠ ପରେ ଖୋଲିଲା ୭ ନମ୍ବର ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର: ବାଜିଲା ସାଇରନ୍ । ଖୋଲିଲା ହୀରାକୁଦ ୭ ନମ୍ବର ସ୍ଲୁଇସ୍ ଗେଟ୍। ମହାନଦୀକୁ ଛଡ଼ାଗଲା ବର୍ଷ ପ୍ରଥମ ବନ୍ୟାଜଳ। ପରମ୍ପରା ଅନୁସାରେ ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରଥମ ଗେଟ ଖୋଲିଛନ୍ତି ।…

ଅ-ତିଥିରେ ରଥାଯାତ୍ରା ଉପରେ ଗଜପତିଙ୍କ ଅନୁରୋଧକୁ ଇସ୍କନର ସିଧା ସିଧା ବେଖାତିର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ତିଥି ଓ ପରମ୍ପରାକୁ ନେଇ ବିଶ୍ୱବ୍ୟାପୀ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବିଦେଶରେ ମନଇଚ୍ଛା ଓ ଅଦିନିଆ ତାରିଖରେ ରଥଯାତ୍ରା ଆୟୋଜନ କରିବାକୁ ନେଇ ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ଇସ୍କନ । ଗତ ୪…

ସରକାରୀ ଚାକିରି ପାଇଁ ମା’କୁ ମାରିଦେଲେ…

ଜୟପୁର: ଜଣେ ୨୩ ବର୍ଷୀୟା ମହିଳା ତାଙ୍କ ସମ୍ପର୍କୀୟଙ୍କ ସହିତ ଷଡ଼ଯନ୍ତ୍ର କରି ସମ୍ପତ୍ତି ଏବଂ ଅନୁକମ୍ପାମୂଳକ ସରକାରୀ ଚାକିରି ପାଇବା ପାଇଁ ତାଙ୍କ ମାଆଙ୍କୁ ହତ୍ୟା କରିଛନ୍ତି। ଯାହା ପରେ ଅଭିଯୁକ୍ତ ହତ୍ୟାକାଣ୍ଡକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ…