Vijay Diwas 2025: ଆଜି ଭାରତ ପାଳୁଛି ବିଜୟ ଦିବସ,ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ
ନୂଆଦିଲ୍ଲୀ: ଭାରତ ୧୯୭୧ ଯୁଦ୍ଧରେ ଏହାର ନିର୍ଣ୍ଣାୟକ ବିଜୟକୁ ମନେ ପକାଇ ୫୪ ତମ ବିଜୟ ଦିବସ ପାଳନ କରିଛି । ଆଜି ଭାରତ ପାଳୁଛି ବିଜୟ ଦିବସ । କାରଣ ଏହି ଦିନ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ । ୧୯୭୧ ମସିହା…