ସିନେ ପରଦାରେ ଦେଖିବାକୁ ମିଳିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ, ଆମିର କଲେ ଘୋଷଣା
ନୂଆଦିଲ୍ଲୀ: ଅଭିନେତା ଆମିର ଖାନ ଏବେ ପ୍ରଯୋଜନାରେ ବହୁତ ସକ୍ରିୟ ଅଛନ୍ତି। "ମିସିଂ ଲେଡିଜ୍" ଏବଂ "ହାପି ପଟେଲ" ପରେ ଆମିର ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଜଡିତ ଆଉ ଏକ ପ୍ରୋଜେକ୍ଟ ଆରମ୍ଭ କରୁଛନ୍ତି।
ଆମିର ଖାନ ତାଙ୍କ ପ୍ରଯୋଜନା କମ୍ପାନୀ ବ୍ୟାନରରେ ଦ୍ରୌପଦୀ ମୁର୍ମୁଙ୍କ…