ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ହତ୍ୟା ଧମକ । ଜଣେ ଯୁବକ ଧମକପୂର୍ଣ୍ଣ ମେସେଜ ଲେଖୁଥିବା ବେଳେ ପୋଲିସ ହାତରେ ଧରାପଡିଛି । ସୂଚନା ଅନୂଯାୟୀ, ଅଭିଯୁକ୍ତଙ୍କ ନାମ ଅଙ୍କିତ ଗୋଏଲ୍ (୩୩) । ସେ ବରେଲିରୁ ନୋଏଡାକୁ ଘର ପଞ୍ଜିକୃତ କରାଇବାକୁ ଆସିଥିଲେ । ଅଙ୍କିତ…