Latest Odisha News

BREAKING NEWS

ପିତୃ ଦିବସ: ବାପାଙ୍କ ପାଇଁ ଦିନ ଟିଏ

ଭୁବନେଶ୍ଵର: ଜୀବନରେ ପିତାଙ୍କ ସ୍ଥାନ ଓ ମହତ୍ତ୍ୱ ସର୍ବୋଚ୍ଚ ହୋଇଥାଏ। ସନ୍ତାନଙ୍କ ଲାଳନ ପାଳନ ସହ ସେମାନଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ପିତାଙ୍କର ଅନେକ ଭୂମିକା ଥାଏ । ଏଥିପାଇଁ ଭାରତୀୟ ସଂସ୍କୃତିରେ ପିତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ପିତାଙ୍କ ସ୍ଥାନ ସମସ୍ତ…

ରୁଦ୍ରପ୍ରୟାଗ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ମୃତକଙ୍କୁ ୨ଲକ୍ଷ ଟଙ୍କାର ସହାୟତା ରାଶି

ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଘଟଣାରେ ବଢୁଛି ମୃତ୍ୟୁ ଘଟଣା । ଏଯାବତ୍ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଉତ୍ତରାଖଣ୍ଡରେ ରୁଦ୍ରପ୍ରୟାଗ ନିକଟ ରେଙ୍ଗତୋଲୀରେ ବଦ୍ରୀନାଥ ହାଇୱେରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡି ଅଳକାନନ୍ଦା ନଦୀରେ ଖସି ପଡିଥିଲା । ଏହି…

ସ୍ଵାସ୍ଥ୍ୟ ପାଇଁ ଉପକାରୀ ସଜନା ଶାଗ, ଏହି ରୋଗ ପାଇଁ ରାମବାଣ

ଭୁବନେଶ୍ଵର: ଆୟୁର୍ବେଦରେ ଏମିତି ଅନେକ ପନିପରିବା ରହିଛି ଯାହା ସ୍ଵାସ୍ଥ୍ୟ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ । ଏହିପରି ଏକ ପରିବା ହେଉଛି ସଜନା । ସଜନା ଗଛରେ ଚେରରୁ ପତ୍ର ପର୍ଯ୍ୟନ୍ତ ଅନେକ ଔଷଧିୟ ଗୁଣ ଭରି ରହିଛି । ଏହାର ପତ୍ର ଫଳ, ମଞ୍ଜି, ଛାଲ, ମୂଳ ଇତ୍ୟାଦି ସବୁ ବ୍ୟବହୃତ ହୁଏ।…

ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗ। ଆଜି ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ଏହି ଦୁଃଖଦ ଘଟଣାରେ ରାଜ୍ଯପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ…

ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶ, ଲୋକଙ୍କ ସହ ପୁଲିସ ଭଲ ବ୍ୟବହାର କରିବା ଉଚିତ

ଭୁବନେଶ୍ୱର: ଥାନାକୁ ଆସୁଥିବା ଲୋକଙ୍କୁ ଧୈର୍ଯ୍ୟର ସହ ଶୁଣ। ସେମାନଙ୍କ ସହ ଭଲ ବ୍ୟବହାର ଏବଂ ଉତ୍ତମ ସେବା ଯୋଗାଇ ଦିଅ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପୁଲିସକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସମେତ ପୁଲିସ ମୁଖ୍ୟାଳୟ, କଟକ ଓ ଭୁବନେଶ୍ବରର ଅନ୍ୟ…

ଉପବାଚସ୍ପତି ଆସନ ନଦେଲେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବେ ବିରୋଧୀ!

ନୂଆଦିଲ୍ଲୀ: ଯଦି ଉପବାଚସ୍ପତି ପଦ ବିରୋଧୀ ଶିବିରକୁ ନ ଦିଆଯାଏ ତେବେ ବିରୋଧୀ ଦଳମାନେ ଅଷ୍ଟାଦଶ ଲୋକସଭାରେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ରେ ଶେଷ ହେବ। ୯ ଦିନ ଧରି…

ତେଜୁଛି ନିଟ୍ ପରୀକ୍ଷା ବିବାଦ, ଦୁଇ ଦିନିଆ ଧର୍ମଘଟ ଡାକରା ଦେଲେ ବାମପନ୍ଥୀ ଛାତ୍ର ସଂଗଠନ

ନୂଆଦିଲ୍ଲୀ: ମେଡିକାଲ ନାମଲେଖା ପାଇଁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଆୟୋଜନରେ ଅନିୟମିତତା ଅଭିଯୋଗରେ ବାମପନ୍ଥୀ ଛାତ୍ର ସଂଗଠନ ଗୁଡ଼ିକ ଶନିବାର ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି…

ମାଟି ତଳୁ ଉଦ୍ଧାର ମହିଳାଙ୍କ ମର ଶରୀର, ସ୍ବାମୀ ଏବଂ ପଡ଼ୋଶୀ ଅଟକ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ୪ ଦିନ ତଳେ ସ୍ୱାମୀଙ୍କ ଦ୍ବାରା ହତ୍ୟାର ଶିକାର ପରେ ପୋତି ଦିଆଯାଇଥିବା ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେଦବ୍ୟାସ ନାଡିଟୋଲାର ଫୁଲମଣି କେରକେଟା ନାମକ ଏହି ମହିଳାଙ୍କ ବିବାହ…

ଟି୨୦ ବିଶ୍ୱକପ: ଭାରତ-କାନାଡା ମ୍ୟାଚ ବର୍ଷା ଯୋଗୁ ବାତିଲ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଭାରତ-କାନାଡା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଭାରତ ଏହି ମ୍ୟାଚ ପୂର୍ବରୁ ପ୍ରଭାବୀ ପ୍ରଦର୍ଶନ କରି ସୁପର ଏଇଟରେ ପ୍ରବେଶ କରିସାରିଛି । କାନାଡା ଏହି ଦୌଡରୁ ପୂର୍ବରୁ ବାଦ ପଡି ସାରିଛି । ଫ୍ଲୋରିଡାରେ ଏକ କ୍ରମାଗତ…

ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ବ୍ରେନ ସେନ୍ସର ପ୍ରସ୍ତୁତ କଲା ଚୀନ

ବେଜିଂ: ଚୀନର ବୈଜ୍ଞାନିକମାନେ ବିଶ୍ୱକୁ ଚକିତ କଲା ଭଳି ଆଉ ଏକ କାର୍ଯ୍ୟ କରିଛନ୍ତି । ସେମାନେ ବିଶ୍ୱର କ୍ଷୁଦ୍ରତମ ବ୍ରେନ ସେନ୍ସର ପ୍ରସ୍ତୁତ କରିଛନ୍ତି । ଯାହାକି ଏକ ସୋରିଷ ଠାରୁ ମଧ୍ୟ କ୍ଷୁଦ୍ର । ମସ୍ତିଷ୍କ ଆଘାତ ଓ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ଉପଚାରରେ ଏହା ଉପକାରୀ ସାବ୍ୟସ୍ତ ହେବ ।…