ବିମାନ ବନ୍ଦରରେ ଲହଡି ଭାଙ୍ଗୁଛି ବନ୍ୟା ପାଣି
କୋଲକାତା: ଗତ କିଛି ଦିନ ଧରି ଦେଶର ବିଭିନ୍ନ ଅଂଶରେ ଲଗାଣ ବର୍ଷା ଜାରି ରହିଛି l କେଉଁଠି ଭୂସ୍ଖଳନର ଦୃଶ୍ୟ ଆସୁଛି ତ କେଉଁଠି ବନ୍ୟା l ବର୍ଷାରେ ଉବୁଟୁବୁ ହେଉଛି ଦେଶର ଅଧିକାଂଶ ରାଜ୍ୟ l ଏହାରି ଭିତରେ ସାମ୍ନାକୁ ଆସିଛି କୋଲକାତା ବିମାନବନ୍ଦରର ଦୃଶ୍ୟ l ବିମାନ ବନ୍ଦରରେ ଲହଡି ଭାଙ୍ଗୁଛି…