ଭୋଟ୍ ଦେବା ସମୟରେ ଅଘଟଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
ବାଲେଶ୍ବର: ଭୋଟ୍ ଦେବାକୁ ଆସିଥିଲେ ଚାଲିଗଲା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରିରେ । ଭୋଟ୍ ଦେବାକୁ ଆସି ବୁଥ୍ ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ,ଭୋଟ୍ ଦେବାକୁ ଆସି ବୁଥ୍ ରେ ଟଳିପଡିଥିଲେ ବୃଦ୍ଧ । ନୀଳଗିରି ଈଶ୍ବରପୁର ୧୫୯ ନଂ…