କର୍ତ୍ତବ୍ୟନିଷ୍ଠ ଏସପି, ୮ ମାସ ଗର୍ଭବତୀ ଥାଇ ମଧ୍ୟ କରୁଛନ୍ତି ନିର୍ବାଚନୀ ଡ୍ୟୁଟି
ଉମରିଆ: କୁହାଯାଏ ଯଦି ଜଣେ ନାରୀ କିଛି କରିବା ପାଇଁ ମନସ୍ଥ କରିନିଏ ତାହେଲେ ସେ ତାହା କଳେ ବଳେ କୌଶଳେ କରିକି ହିଁ ଦେଖାଇଥାଏ। ସେ ଗୃହ ହେଉ କି କର୍ମକ୍ଷେତ୍ର ସବୁଠି କିପରି ସନ୍ତୁଳନ ରଖାଯିବ ତାହାର କୌଶଳ ନାରୀଟିକୁ ବେଶ୍ ଜଣା। ସବୁ ବାଧାବିଘ୍ନ ସହ ଲଢ଼ି ସେ ତାର କର୍ତ୍ତବ୍ୟକୁ ସୁଚାରୁରୂପେ…