Latest Odisha News

BREAKING NEWS

ବସକୁ ଧକ୍କା ଦେଲା ହାଇୱା, ଜଣେ ମୃତ, ୧୦ ଆହତ

ଯାଜପୁର: ହାଇୱାକୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଏନ୍ଏଚ୍ ୧୬ କଡେଇ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ବସ୍ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ପ୍ରାୟ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଆଜି ଭୋର ୪ ଟା ସମୟରେ…

ଆଜିଠାରୁ ଆରମ୍ଭ ହେବ ବି.ଏଡ, ବିଏଚଏଡ ଓ ଏମ.ଏଡ ପ୍ରବେଶିକା ପରୀକ୍ଷାର ଆବେଦନ ପ୍ରକ୍ରିୟା

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହେବ ଚଳିତ ଶିକ୍ଷାବର୍ଷର ବି.ଏଡ, ବିଏଚଏଡ ଓ ଏମ.ଏଡ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା । ଆଜି ଅପରାହ୍ନ ୨ଟାରୁ www.samsodisha.gov.in ଓ୍ବେବ୍‌ସାଇଟ୍‌ରେ ଆବେଦନଫର୍ମ ଉପଲବ୍ଧ ହେବ । ଏହି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ…

ପ୍ରତିଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଭୁବନେଶ୍ଵର: ଅନେକ ପୋଷକ ତତ୍ତ୍ୱର ଭଣ୍ଡାର ହେଉଛି ଖଜୁରୀ । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ, ଭିଟାମିନ୍-ବି ୬, ଏ ପ୍ରଚୁର ପରିମାଣରେ ଥାଏ । ଖଜୁରୀରେ କାର୍ବୋହାଇଡ୍ରେଟ୍, ଆଇରନ୍, ଲାଭଦାୟକ ଫ୍ୟାଟ୍, ଡାଏଟାରୀ ଫାଇବର ଓ ଫ୍ୟାଟି…

ବୁମେରାଂ ହେଲା ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅଫିସରଙ୍କ ପାଇଁ ସତର୍କ ଘଣ୍ଟି ?

ଭୁବନେଶ୍ୱର: ନିର୍ବାଚନ ବେଳ ଶେଷ ଥର ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଛନ୍ତି । ଶେଷ ପର୍ଯାୟରେ ସମସ୍ତ ବଳ ଲଗାଇ କିଭଳି ଅଧିକ ଆସନ ଓଡିଶାରେ ବିଜେପି ଜିତିବ ସେ ଲକ୍ଷ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାପୂର୍ବରୁ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀଙ୍କ…

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କିଲୋଗ୍ରାମରୁ ଅଧିକ ସୁନା

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୧ କିଲୋ ୮୦୦ ମିଲିଗ୍ରାମ ସୁନା । କେହି ଜଣେ ଭକ୍ତ ଏହି ସୁନା ଦାନ କରିଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିଚୟ ଜଣାପଡିନାହିଁ । ତେବେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ବାହାରିଥିବା କୁହାଯାଉଛି ।…

ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ମାମଲା: ତ୍ବରିତ ତଦନ୍ତ ପାଇଁ ନିର୍ଦ୍ଦେଶ, ସିସିଟିଭି ଫୁଟେଜର ହେବ ଯାଞ୍ଚ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ବିହାରୀ ଧଳ କାଉଁରୀପାଟଣା ବୁଥ୍ ସହ ଜଡ଼ିତ ସିସିଟିଭି ଫୁଟେଜ୍ ର ସତ୍ୟତା ଯାଞ୍ଚ କରିବାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆରୁ ଭିଡିଓର ସମୀକ୍ଷା କରି ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ…

ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍; ୩ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡକୁ ଓଲଟି ପଡିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ ରେ ଭର୍ତ୍ତି କରାଯାଇଛି । ଖବରମୁତାବକ, ‘ସାଲୁଙ୍କି’ ନାମକ ଏକ…

ଆସନ୍ତୁ ଜାଣିବା ଗତ ନିର୍ବାଚନର ଅଧିକ ଓ କମ ବ୍ୟବଧାନରେ କେଉଁମାନେ ବିଜୟ ହାସଲ କରିଥିଲେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟାୟରେ ପଂହଚିଛି । ଅନ୍ତିମ ଚରଣର ମତଦାନ ଜୁନ ୧ରେ ହେବ । ଜୁନ ୪ରେ ୫୪୩ରୁ ୫୪୨ ସିଟର ପରିଣାମ ଘୋଷିତ ହେବ । ସୁରଟ ସିଟରେ ବିଜେପି ନିର୍ବିରୋଧରେ ବିଜୟ ହାସଲ କରିସାରିଛି । ବିଜେପି ସର୍ବାଧିକ ୩୦୩ ଓ କଂଗ୍ରେସ ୫୨ ସିଟରେ ବିଜୟ ହାସଲ କରିଥିଲା…

ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲା ପଞ୍ଜାବ ସରକାର!

ନୂଆଦିଲ୍ଲୀ: ପଞ୍ଜାବ ସରକାର ରାଜ୍ୟରେ ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭଗବନ୍ତ ମାନ ସରକାର ଏହି ନିଷ୍ପତ୍ତି ସମ୍ପର୍କରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି କିନ୍ତୁ ଜାରି କରିନାହାନ୍ତି। ତେବେ ପଞ୍ଜାବରେ ଦର୍ଶକ ମାନେ ଜି ନ୍ୟୁଜ ଆସୁନଥିବା ନେଇ ଅଭିଯୋଗ…

ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଜିତ ମହାପାତ୍ରଙ୍କ ସହ ବହୁ କର୍ମୀ ବିଜେପିରେ ଯୋଗଦେଲେ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବାବେଳେ ବର୍ତ୍ତବାନ ଦଳ ଡିଆଁ ପର୍ବ ଜାରି ରହିଛି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଜିତ୍ ମହାପାତ୍ର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।…