ସମୁଦ୍ର ମଝିରେ ବୁଡ଼ିଗଲା ତେଲ ଟ୍ୟାଙ୍କର, ୧୩ ଭାରତୀୟଙ୍କ ସମେତ ୧୬ ଜଣ କ୍ରୁ ସଦସ୍ୟ ନିଖୋଜ
ନୂଆଦିଲ୍ଲୀ:୧୩ ଜଣ ଭାରତୀୟଙ୍କ ସମେତ ୧୬ ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଓମାନ ଉପକୂଳରେ ବୁଡ଼ି ଯାଇଛି ବୋଲି ଦେଶର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ମଙ୍ଗଳବାର କହିଛି। କ୍ରୁ ମେମ୍ବର ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ତେଲ…