Latest Odisha News

BREAKING NEWS

ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲା ପଞ୍ଜାବ ସରକାର!

ନୂଆଦିଲ୍ଲୀ: ପଞ୍ଜାବ ସରକାର ରାଜ୍ୟରେ ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭଗବନ୍ତ ମାନ ସରକାର ଏହି ନିଷ୍ପତ୍ତି ସମ୍ପର୍କରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି କିନ୍ତୁ ଜାରି କରିନାହାନ୍ତି। ତେବେ ପଞ୍ଜାବରେ ଦର୍ଶକ ମାନେ ଜି ନ୍ୟୁଜ ଆସୁନଥିବା ନେଇ ଅଭିଯୋଗ…

ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଜିତ ମହାପାତ୍ରଙ୍କ ସହ ବହୁ କର୍ମୀ ବିଜେପିରେ ଯୋଗଦେଲେ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବାବେଳେ ବର୍ତ୍ତବାନ ଦଳ ଡିଆଁ ପର୍ବ ଜାରି ରହିଛି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଜିତ୍ ମହାପାତ୍ର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।…

ଆପ୍ ନେତ୍ରୀ ଆତିଶୀଙ୍କୁ ସମନ ପଠାଇଲେ ରାଉଜ୍ ଆଭେନ୍ୟୁ କୋର୍ଟ

ନୂଆଦିଲ୍ଲୀ: ଆପ୍ ନେତ୍ରୀ ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କୁ ବଡ଼ ଝଟକା । ବିଜେପି ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗରେ ଆପ୍ ନେତ୍ରୀ ଆତିଶୀଙ୍କ ସମନ ପଠାଇଛନ୍ତି ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ । ଜୁନ୍ ୨୯ରେ କୋର୍ଟରେ ହାଜର ହେବାକୁ ଆତିଶୀଙ୍କୁ ନିର୍ଦ୍ଦେଶ ଦେଇଛି…

ଗମ୍ଭୀରଙ୍କୁ ଏ ଭଳି ମନାଇଥିଲେ ଜୟ ଶାହା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର କୋଚ କିଏ ହେବ ସେ ନେଇ କୌଣସି ପ୍ରକାରର ଘୋଷଣା କରାଯାଇ ନାହିଁ । ତେବେ ରିପୋର୍ଟ ମୁତାବକ ଭାରତୀୟଙ୍କ ମଧ୍ୟରେ ଗୌତମ ଗମ୍ଭୀର ଓ ଭିଭିଏସ ଲକ୍ଷ୍ମଣ ଆଗରେ ରହିଛନ୍ତି । ଗମ୍ଭୀର ଭାରତୀୟ ଦଳର କୋଚ ହେବା ଏକପ୍ରକାର ନିଶ୍ଚିତ ବୋଲି ଖବରମାନ ପ୍ରକାଶ ପାଇଛି ।…

ଆଇପିଏସ ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଥିବା ବରିଷ୍ଠ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେଙ୍କୁ ନିର୍ବାଚନ କମିଶନ ନିଲମ୍ବିତ କରିଛନ୍ତି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ନିର୍ବାଚନ କମିଶନ। ଆଇପିଏଲ କୁଟ୍ଟେ ହେଉଛନ୍ତି ରାଜ୍ୟର ଅନ୍ୟତମ…

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା କାଲି ଜୋରଦାର ପ୍ରଚାର କରିବ ବିଜେପି

ଭୁବନେଶ୍ୱର: ଜୁନ ୧ରେ ଅନୁଷ୍ଠିତ ହେବ ଶେଷ ପର୍ଯ୍ୟାୟ ମତଦାନ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ବିଜେପି କରିବା ଜୋରଦାର ପ୍ରଚାର । ପ୍ରଚାରର ଶେଷ ସ୍ପର୍ଶ ଦେବେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଓଡିଶାରେ…

‘ଅଣ-ପ୍ରସଙ୍ଗକୁ ପ୍ରସଙ୍ଗରେ ପରିଣତ କରିବାକୁ ଯାଇ ବିଜେପି ମୋ ହାତ ଉପରେ ଫୋକସ କରୁଛି’

ଭୁବନେଶ୍ୱର: ଏକ ଦଳୀୟ ନିର୍ବାଚନୀ ସଭାରେ ବିଜେଡି ନେତା ଭିକେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ଥରୁଥିବା ହାତ ଧରି ଏହାକୁ ଜନସାଧାରଣଙ୍କ ଦୃଷ୍ଟିରୁ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏବେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ନେତା ପାଣ୍ଡିଆନ୍…

ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ କଥା ଶୁଣି ବିରୋଧୀଙ୍କର ନିଦ ଭାଙ୍ଗିଯାଇଛି: ଭିକେ ପାଣ୍ଡିଆନ

ବାଲେଶ୍ଵର: ଆଜି ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଧାନ ସଭା କ୍ଷେତ୍ରରେ ଧୂଅଁଧାର ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଏହି ପ୍ରଚାର ସମୟରେ ବିଜେପିକୁ ତୀବ୍ର ଆକ୍ରମଣ କରିବା ସହିତ ଗତ ୧୦ ବର୍ଷରେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା…

ଗୁଣ୍ଡା କ୍ରିମିନାଲକୁ ସମର୍ଥନ କରୁଛି ବିଜେପି: ସସ୍ମିତ ପାତ୍ର

ଭୁବନେଶ୍ୱର: ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ନାମକ ଜଣେ ଗୁଣ୍ଡାଙ୍କୁ କିଛି ଦିନ ତଳେ ଗିରଫ କରାଯାଇଥିଲା । ଗିରଫ ହେବା ପରେ ଆଜି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ କିଛି ଗଣମାଧ୍ୟମ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି ।…

ଟି୨୦ ବିଶ୍ୱକପ :୧୭ ବର୍ଷ ପରେ ଭାରତ ହାସଲ କରିବ କି ପୂନର୍ବାର ଟାଇଟଲ

ଟି୨୦ ବିଶ୍ୱକପର ଜ୍ୱର ବଢ଼ିବା ଆରମ୍ଭ ହୋଇଛି । ଜୁନ ୧ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଏହା ଆରମ୍ଭ ହେବ । ଇଂଲଣ୍ଡ ଟାଇଟଲ ବଜାୟ ରଖିବା ପାଇଁ ଉଦ୍ୟମ କରିବ ଏବଂ ଅଷ୍ଟ୍ରେଲିଆ ଦିନିକିଆ ଓ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଜିତିବା ପରେ ଏହାକୁ ଜିତି ହ୍ୟାଟ୍ରିକ ଟାଇଟଲ ହାତେଇବା ପାଇଁ…