ରାଜଧାନୀରେ ବୋମାମାଡ, ଦୁର୍ବୃତ୍ତ ଫେରାର
ଭୁବନେଶ୍ବର: ରାଜଧାନୀ ରାସ୍ତାରେ ବୋମାମାଡ । ବରମୁଣ୍ଡା ଇପିକଲ୍ ରାସ୍ତାରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ବୋମାମାଡରେ କେହି ଆହତ ହୋଇନଥିବା ବେଳେ ଏକ ସ୍କର୍ପିଓ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ବରମୁଣ୍ଡା ନିକଟରେ ଏଭଳି…