ବେଆଇନ କଫ୍ ସିରପ୍ ଚାଲାଣ ବେଳେ ୧୨୦୦ ବୋତଲ ଜବତ, ୩ ଗିରଫ
ବଲାଙ୍ଗିର: ବେଆଇନ ଭାବେ କଫ ସିରପ୍ ଚାଲାଣ ବେଳେ ପ୍ରାୟ ୧୨୦୦ ବୋତଲ ଜବତ। କଟକରୁ ବଲାଙ୍ଗିର ଚାଲାଣ ବେଳେ ଧରିଲା ବଲାଙ୍ଗିର ଟାଉନ୍ ଥାନା ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
ସୂଚନା ଅନୁସାରେ ଏକ ବୋଲେରୋରେ କଟକରୁ ବଲାଙ୍ଗିର ଅଭିମୁଖେ କଫ୍ ସିରପ୍ ବେଆଇନ ଭାବେ ଚାଲାଣ…