Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୀଳଚକ୍ରଙ୍କ ସ୍ୱରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଚୂଡ଼ାରେ ଶୋଭା ପାଉଥିବା ନୀଳଚକ୍ରଙ୍କ ସ୍ୱରୂପ ଆମେ ଜାଣିଲେ । ଆଗରୁ ଆମେ ନୀଳଚକ୍ରଙ୍କୁ ଚକ୍ରନାରାୟଣ ହିସାବରେ ଜାଣିଛେ । ଏହି ନାରାୟଣଙ୍କ ସେବା ପାଇଁ…

ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଗତ କିଛି ଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଆହୁରି ୩ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପାଇଁ ବିଭିନ୍ନ…

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା: ସିବିଆଇ ତଦନ୍ତ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ

କୋଲକାତା: ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ରାଜ୍ୟର ମମତା ସରକାରଙ୍କୁ ମିଳିଲା ବଡ ଆଶ୍ୱସ୍ତି । ସିବିଆଇ ତଦନ୍ତ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ନିକଟରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ…

ଆଜି ନାମାଙ୍କନ ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

ବ୍ରହ୍ମପୁର: ବିଜେଡ଼ି ସୁପ୍ରିମୋ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ମଙ୍ଗଳବାର) ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ। ଏଥିପୂର୍ବରୁ ସେ ପ୍ରଥମେ ମା' ତାରାତାରିଣୀଙ୍କ ପୀଠକୁ ଯିବେ। ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍‌ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନ କାର୍ଯ୍ୟାଳୟରେ ଆତଙ୍କ ସୃଷ୍ଟି କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଦୁଇ ଜଣ ସଶସ୍ତ୍ର ଦୁର୍ବୃତ୍ତ ଆତଙ୍କ ସୃଷ୍ଟି କରିବା ସହ ଅଫିସ ଭିତରେ କମ୍ପ୍ୟୁଟର, ଟିଭି ଏବଂ ଆସବାପତ୍ର ନଷ୍ଟ କରିଛନ୍ତି। ଅପରାହ୍ନ ପ୍ରାୟ ୫ଟା ବେଳେ ଦୁର୍ବୃତ୍ତମାନେ ଖଣ୍ଡା ଧରି ଡେପୁଟି ଡାଇରେକ୍ଟରଙ୍କ…

ଦୁଇ ଦିନ ଘୁଞ୍ଚିଲା ୟୁଜିସି ନେଟ୍‌ ପରୀକ୍ଷା ତାରିଖ, ଜୁନ୍ ୧୬ ପରିବର୍ତ୍ତେ ୧୮ ରେ ହେବ

ନୂଆଦିଲ୍ଲୀ: ବଦଳିଲା ୟୁଜିସି ନେଟ୍‌ ପରୀକ୍ଷା ତାରିଖ । ଏହି ପରୀକ୍ଷା ବର୍ତ୍ତମାନ ଜୁନ୍ ୧୬ ପରିବର୍ତ୍ତେ ଜୁନ୍ ୧୮ରେ ହେବ । ଏନେଇ ୟୁଜିସି ଚେୟାରମ୍ୟାନ ଏମ୍. ଜଗଦୀଶ କୁମାର 'ଏକ୍ସ' ରେ ସୂଚନା ଦେଇଛନ୍ତି । ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଏହି…

ଚଳନ୍ତା କାରର ବାହାରେ ଯୁବକଙ୍କୁ ପ୍ୟାକେଜିଂ ଟେପରେ ବାନ୍ଧି ଷ୍ଟଂଟ କରୁଥିଲେ…. ତା ପରେ..

ପ୍ରୟାଗରାଜ:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଏବେକାର ଯୁବପିଢ଼ୀ କିଛି ବି କରିବାକୁ ପଛାଉ ନାହାନ୍ତି । ବେଳେବେଳେ ଏହା ସେମାନଙ୍କ ଏବଂ ସମାଜ ପାଇଁ କ୍ଷତିକତ୍କ ହେବ ତାହା ବୁଝନ୍ତି ନାହିଁ । ଏ ଭଳି ଏକ ଘଟଣା ପ୍ରୟାଗରାଜରେ ଘଟିଛି । ସୁମିତ ଦୁବେ ନାମକ ଜଣେ ୟୁଟ୍ୟୁବର ନିଜର ବନ୍ଧୁଙ୍କୁ…

ମେ’ ୨ ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିବେ ନବୀନ

ଭୁବନେଶ୍ୱର: ଦୁଇଟି ଆସନରୁ ନିର୍ବାଚନ ଲଢୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମେ' ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ଭରିବେ । ସେହିପରି ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ହିଞ୍ଜିଳି ଆସନରୁ ନାମାଙ୍କନ ଭରିବେ ନବୀନ । ଷଷ୍ଠଥର ପାଇଁ ଏହି ଆସନରୁ ବିଜେଡି…

ଶୋଇ ପଡିଥିଲା ଛାତ୍ର, ଉଠିଲା ବେଳକୁ ସ୍କୁଲରେ ତାଲା

ପଲାମୁ: ଝାରଖଣ୍ଡର ପଲାମୁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଏକ ଷଷ୍ଠ ଶ୍ରେଣୀ ସ୍କୁଲରେ ଶୋଇ ପଡିଥିଲା । ଏହା କେହି ଜାଣି ପାରି ନ ଥିଲେ । ଶିକ୍ଷକମାନେ ଯାଂଚ କରିବା ପରେ ସ୍କୁଲରେ ତାଲା ପକେଇ ପଳାଇ ଯାଇଥିଲେ । ପିଲାଟିର ନିଦ ଭାଙ୍ଗିଲା ବେଳକୁ ସ୍କୁଲରେ ତାଲା । ୬ ଘଂଟା ପର୍ଯ୍ୟନ୍ତ…

୨୫ ବର୍ଷ ଶାସନରେ ଲୋକଙ୍କୁ ପାଣି ଯୋଗାଇ ନପାରିବା, ଏହା ହିଁ କ’ଣ ବିକାଶ?: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ଓଡିଶାବାସୀଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ନେଇ ସେ ନବୀନ ସରକାରଙ୍କୁ ଯୋରଦାର ଟାର୍ଗେଟ କରିଛନ୍ତି । ଗୋଲକ ମହାପାତ୍ର କହିଛନ୍ତି ଯେ ପାଖାପାଖି ୧୦ହଜାର ଦିନ ସରକାରରେ ରହିବି ନବୀନ ବାବୁ…