Latest Odisha News

BREAKING NEWS

ଶାହାରୁଖ ଖାଁ ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କୁ ଅସୁସ୍ଥତାର କାରଣରୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଆଇପିଏଲ ପ୍ଲେ ଅଫ ମ୍ୟାଚ ଅବସରରେ ଅତ୍ୟଧିକ ଗରମ ଯୋଗୁ ସେ ଅସୁସ୍ଥ ହୋଇ ପଡିଲେ । ଏହି ଘଟଣା ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇ ପଡିଥିଲେ । ତାଙ୍କୁ ସ୍ଥାନୀୟ…

ମେନ୍ ଇନ୍ ବ୍ଲୁ’ ପାଇବ ନୂଆ ଗାର୍ଡିଆନ୍ !

ଭୁବନେଶ୍ବର : ଦିନିକିଆ ହେଉ କି ଟି-୨୦, ସବୁଥିରେ ନିଜର ଆକ୍ରମଣାତ୍ମକ ଅନ୍ଦାଜ ଓ ଉତ୍ତମ ବୁଝାମଣା ପାଇଁ ବେଶ୍ ପରିଚିତ ଗୌତମ ଗମ୍ଭୀର । ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ କୋଲକାତା ନାଇଟ୍ ରାଇଡର୍ସ ଭଳି ଆଇପିଏଲ ଟିମକୁ ଶୂନରୁ ଶୀର୍ଷରେ ପହଞ୍ଚାଇବାରେ ବଡ଼ ଭୂମିକା ତୁଲାଇଛନ୍ତି ଟିମ୍ ଇଣ୍ଡିଆର ଏହି…

ମମତା ଦିଦିଙ୍କୁ ବଡ ଝଟକା, ୫ ଲକ୍ଷ ଓବିସି ସାର୍ଟିଫିକେଟକୁ ବାତିଲ କଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା । ୨୦୧୧ରୁ ଏଯାବତ୍ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ବର୍ତ୍ତମାନ ଓବିସି ପ୍ରମାଣପତ୍ର ଚାକିରି ଆବେଦନରେ ମଧ୍ୟ ଗ୍ରହଣ କରାଯିବ ନାହିଁ।…

ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ:ପାଣ୍ଡିଆନ୍

ନୟାଗଡ଼:ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିଛନ୍ତି । ନୟାଗଡ଼ରେ ଆୟୋଜିତ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ବି.ଏସ୍‍.କେ.ୱାଇ, ମିଶନଶଶକ୍ତି, ୫ଟି ସ୍କୁଲ…

‘ବିଜେପିକୁ ଭୋଟ୍ ଦେଇ ଓଡିଶାକୁ ରାମରାଜ୍ୟରେ ପରିଣତ କରନ୍ତୁ’

କେନ୍ଦୁଝର: ରାଜ୍ୟରେ ବିଜେଡି ସରକାର ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି । ରାଜ୍ୟକୁ ରାମ ରାଜ୍ୟରେ ପରିଣତ କରିବାକୁ ହେଲେ ବିଜେପିକୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ସରକାର ଗଢ଼ିବାର ସୁଯୋଗ ଦୋବା ପାଇଁ ଅନୁରୋଧ କରିଛନ୍ତି ବିଜେପି ନେତା ଅରୁଣ ଗୋଭିଲ । ସେ ଓଡିଶା ଆସି କେନ୍ଦୁଝର, ଚମ୍ପୁଆ ଓ…

ବିଜେପି ଓ କଂଗ୍ରେସ ଦଳକୁ ନିର୍ବାଚନ ଆୟୋଗଙ୍କ କଡା ତାଗିଦ୍

ନୂଆଦିଲ୍ଲୀ: ଉଭୟ ବିଜେପି ଓ କଂଗ୍ରେସ ଦଳକୁ ନିର୍ବାଚନ ଆୟୋଗଙ୍କ କଡା ତାଗିଦ୍ । ଉଭୟ ଦଳର ସଭାପତିଙ୍କୁ ନୋଟିସ୍ କଲେ ନିର୍ବାଚନ ଆୟୋଗ । ନିର୍ବାଚନ ଆଚରଣ ବିଧିକୁ ପାଲନ କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସଭାପତି…

ଦିନେ ଥିଲି ଲେଡି ସିଙ୍ଘମ ଏବେ ବିଜେପି ଏଜେଣ୍ଟ; ସ୍ୱାତି

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ନେତାଙ୍କ ଉପରେ ବର୍ଷିଛନ୍ତି ଆପ୍ ରାଜ୍ୟସଭା ସଦସ୍ୟ ସ୍ୱାତି ମାଲିୱାଲ୍ । ନିଜର ସୋସିଆଲ୍ ମିଡିଆ ପୋଷ୍ଟ ଦ୍ବାରା କ୍ଷୋଭ ପ୍ରକାଶ କରିଛନ୍ତି ଆପ୍ ନେତା ସ୍ୱାତି । ଯେଉଁଥିରେ ସେ ଲେଖିଛନ୍ତି, ବିଭବ କୁମାରଙ୍କ ନାଁରେ ଏତଲା ଦେବା ପରେ, ଦଳରେ ମୋ ଆଖ୍ୟା…

ଜଳୁଛି ଉତ୍ତର ଭାରତ; ୪୮ ଡିଗ୍ରୀ ଛୁଇଁଲା ପାରଦ

ନୂଆଦିଲ୍ଲୀ:  ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀ ସମେତ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳବାସୀ । ଏହାକୁ ନେଇ ଆଗାମୀ ୫ ଦିନ ଯାଏଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତେବେ ବିଗତ କିଛି ଦିନ ହେବ ଉକ୍ତ ରାଜ୍ୟର ଅନେକ ସ୍ଥାନରେ ପାରଦ…

ଖୋର୍ଦ୍ଧାରୁ ପାଣ୍ଡିଆନଙ୍କ ଆକ୍ରମଣ; ‘ଅପରାଜିତା ଯେଉଁ କାମ କରିଛନ୍ତି ତାହ ସରପଞ୍ଚ ସ୍ତରର କାମ’

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି । ହେବାଳି ପଡ଼ିଆରେ ଆଜି ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ…

ବସ ଯାତ୍ରୀଙ୍କ ନିକଟରୁ ମୋବାଇଲ ଫୋନ ଓ ମନିପର୍ସ ଲୁଟିବା ଅଭିଯୋଗରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ବସ ଯାତ୍ରୀ ମାନଙ୍କ ନିକଟରୁ ବେଆଇନ ଟଙ୍କା ଏବଂ ମୋବାଇଲ ଫୋନ ଆଦାୟ କରିବା ଅଭିଯୋଗରେ ପାଞ୍ଚ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ନାବାର୍ଡ ବସ ରହଣି ସ୍ଥଳ ନିକଟରେ ଅଭିଯୁକ୍ତ ମାନେ କୃତ୍ରିମ ଭିଡ ସୃଷ୍ଟି କରି ବସ ଯାତ୍ରୀ ମାନଙ୍କ ନିକଟରୁ ମୋବାଇଲ ଫୋନ ଏବଂ ମନିପର୍ସ ଲୁଟ…