Latest Odisha News

BREAKING NEWS

ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ଓଏସଆରଟିସି ଅଫିସ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ଗତ ରାତିରେ ପୁରୀରୁ କଲିକତା ଅଭିମୁଖେ ଯାଉଥିଲା ଓଏସଆରଟିସି ବସ୍। ଓଏସଆରଟିସି ବସରେ ଦୁଇଜଣ ଡ୍ରାଇଭର ଥିଲେ । ପ୍ରମୋଦ ନାମକ ଓଏସଆରଟିସି ବସ୍ ଡ୍ରାଇଭର ଜଣକ ଫ୍ରେସ ହେବା ପାଇଁ ଗାଡ଼ି ଛିଡ଼ା କରି ତଳକୁ ଓହ୍ଲାଇଥିଲେ । ସେହି ସମୟରେ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର…

ଆଇପିଏଲ ୨୦୨୬: ଏମାନେ ସାଜିବେ ମ୍ୟାଚ ଫିନିଶର

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଫ୍ରାଂଚାଇଜଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏଥର ୩୧ ମ୍ୟାଚ ଫିନିଶରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା, ନମନ ଧୀର ଓ ୱିଲ ଜ୍ୟାକ୍ସ ଥିବା…

କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ୬୦ରୁ ଅଧିକ ଆହତ

ସିଓଲ: ଦକ୍ଷିଣ କୋରିଆର ଡେଜେଓନ୍ ସହରରେ ଭୟଙ୍କର ବିସ୍ଫୋରଣ । ଏକ କାର୍ ପାର୍ଟସ୍ କାରଖାନାରେ ଶନିବାର ଅପରାହ୍ନରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା…

୭ ଦିନ ଯାଏଁ ଭିଜିବ ଓଡ଼ିଶା, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ଆଗାମୀ ୭ ଦିନ ଯାଏ ଓଡ଼ିଶାରେ ବର୍ଷା ଜାରି ରହିବ । ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ସହ ବଜ୍ରପାତ ହେବା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆନ୍ଧ୍ର ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶରେ ଏହାର…

ମୁହଁ ଖୋଲିଲେ ପୂର୍ବତନ ବିଧାୟକ; କହିଲେ, ବାପ ଅପମାନର ପ୍ରତିଶୋଧ ନେଇଛି ପୁଅ

କଟକ: ରାଜ୍ୟସଭା କ୍ରସଭୋଟିଂ ପଲିଟିକ୍ସ ପୁଣି ମୁଣ୍ଡ ଟେକିଛି । ପୁଣି ଏକ ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ସେ କହିଛନ୍ତି ରାଜ୍ୟସଭା ନିର୍ବହାଚନ ପୂର୍ବରୁ ନବୀନ ନିବାସରେ ସବୁ ବିଧାୟକଙ୍କ ସାମ୍ନାରେ ମୋତେ ଅପମାନିତ କରାଯାଇଥିଲା । ସେହ ଅପମାନର…

Eid-ul-Fitr Celebrations: ସାରା ଦେଶରେ ଧୁମଧାମରେ ପାଳନ ହେଉଛି ଇଦ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ 

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଇଦ ଉଲ୍ ଫିତର ବହୁତ ଉତ୍ସାହର ସହିତ ପାଳନ କରାଯାଉଛି। ରମଜାନର ଏକ ମାସ ଧରି ରୋଜା ପାଳନ କରିବା ପରେ, ଆଜି ମସଜିଦଗୁଡ଼ିକରେ ଇଦ ନମାଜ ପାଠ କରାଯାଉଛି। ଦେଶର ବିଭିନ୍ନ ସହରରେ ବିଭିନ୍ନ ସମୟରେ ନମାଜ ପାଠ କରାଯାଉଛି। ତଥାପି, ମସଜିଦ ଏବଂ ଇଦଗାହରେ ଇଦ ନମାଜ ପାଇଁ…

Dhurandhar 2 Box Office Collection:୨ ଦିନରେ ୩୦୦ କୋଟି ପାଖାପାଖି ‘ଧୁରନ୍ଧର ୨’, ଭାଙ୍ଗୁଛି ସବୁ…

ମୁମ୍ବାଇ: ରଣବୀର ସିଂହଙ୍କ 'ଧୁରନ୍ଧର ୨'ର କ୍ରେଜ୍ ପୁରା ବିଶ୍ୱରେ ଛାଇଛି। ପେଡ୍ ପ୍ରିଭ୍ୟୁ ଧମାକା, ସଫଳ ଓପନିଂ ଡେ ପରେ, ଫିଲ୍ମଟି ଦ୍ୱିତୀୟ ଦିନରେ ମଧ୍ୟ ଭଲ ରୋଜଗାର କରିଛି। ଏବେ ସପ୍ତାହାନ୍ତ ଆସିଯାଇଛି, ଏବଂ ଶନିବାର ଏବଂ ରବିବାର କଲେକ୍ସନ ଆହୁରି ବୃଦ୍ଧି ପାଇବ, କାରଣ ଏହି ଦୁଇ ଦିନରେ…

Orange Warning for Odisha: ସକାଳୁ ବର୍ଷିଲା, ଭିଜିଲା ଏହି ସବୁ ଜିଲ୍ଲା…ଓଡ଼ିଶା ପାଇଁ ଅରେଞ୍ଜ ୱାର୍ଣ୍ଣିଂ…

ଭୁବନେଶ୍ଵର: ଶନିବାର ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ପବନ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା, ବାଲେଶ୍ଵର ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ସକାଳୁ ସକାଳୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି…

Regularises of Schematic Junior Teachers: ପର୍ମାନେଣ୍ଟ ହେଲେ ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ

ଭୁବନେଶ୍ଵର: କନ୍ଟ୍ରାକଚୁଆଲ ଶିକ୍ଷକଙ୍କ ପାଇଁ ଖୁସି ଖବର। ଓଡିଶା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତକରଣ ୨୦୨୬, ଶିକ୍ଷକ ସମାଜ ପାଇଁ ଏକ ଐତିହାସିକ ନିଷ୍ପତ୍ତିରେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଚୁକ୍ତିଭିତ୍ତିକ ଭିତ୍ତିରେ କାର୍ଯ୍ୟ କରୁଥିବା ସମସ୍ତ ଯୋଜନାବଦ୍ଧ କନିଷ୍ଠ…

Rajyasabha Cross-Voting: ୬ ବିଧାୟକଙ୍କ କ୍ରସ୍ ଭୋଟିଂ ଉପରେ ବିଜେଡିର ପ୍ୟାନେଲ୍ ବୈଠକ, କି ନିଷ୍ପତ୍ତି ନେବେ ନବୀନ?

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ବିରୁଦ୍ଧରେ କଂଗ୍ରେସ କାର୍ଯାନୁଷ୍ଠାନ ନେଇସାରିଛି। ହେଲେ ବିଜେଡି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ। ବିଜେଡିର ସର୍ବାଧିକ ଛଅ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ବେଳେ ତାଙ୍କ ବିରୁଦ୍ଧରେ ବିଜୁ ଜନତା ଦଳ…