Latest Odisha News

BREAKING NEWS

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଳାନି ଆଶ୍ୱସ୍ତି,ମେ’ ୭ରେ ପୁଣିଥରେ କୋର୍ଟରେ ହାଜର ହେବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଳାନି ଆଶ୍ୱସ୍ତି । ମଦଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ଙ୍କୁ କୋର୍ଟ ମେ' ୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । କେଜ୍ରିୱାଲ ମେ' ୭ରେ ପୁଣିଥରେ କୋର୍ଟରେ ହାଜର ହେବେ ।…

ବାପ ସାଜିଲା ଜହ୍ଲାଦ, ମାତ୍ର ଶହେ ଟଙ୍କା ପାଇଁ କଟୁରୀରେ ପୁଅକୁ ହାଣିଲା

କଟକ: ବାପ ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ସମ୍ପର୍କର ମୂଲ୍ୟ ଭୁଲି ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ପୁଅ ଶୋଇଥିବାବେଳେ କଟୁରୀରେ ହାଣି ଲହୁ ଲୁହାଣ କଲା ପିଶାଚ ବାପା । ଖବର ମୁତାବକ,…

ଆଜି ବିଶ୍ୱ ପୁସ୍ତକ ଦିବସ , ପୁସ୍ତକ ବଣ୍ଟନ ଓ ନୂଆ  ପୁସ୍ତକ ପଠନକୁ ଏହି ଦିବସ ଗୁରୁତ୍ୱ ଦିଏ

ନୂଆଦିଲ୍ଲୀ:  ବିଶ୍ୱ ପୁସ୍ତକ ଓ କପିରାଇଟ୍‌ ଦିବସକୁ ସାଧାରଣତଃ ବିଶ୍ୱ ପୁସ୍ତକ ଦିବସ ମଧ୍ୟ କୁହାଯାଏ । ବିଶ୍ବର ଲେଖକମାନଙ୍କୁ ସମ୍ମାନ ଉଦେଶ୍ୟରେ ପୃଥିବୀର ୧୦୦ରୁ ଅଧିକ ଦେଶରେ ଏହି ଦିବସ ଟି ପାଳନ କରାଯାଏ । ବିଶ୍ୱ ପୁସ୍ତକ ଦିବସ ପାଳନ ପ୍ରଥମେ ଭାଲେନ୍ସିୟାନ୍ ଲେଖକ ଭିସେଣ୍ଟେ କ୍ଲାଭେଲ…

ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣା: ତାପି ନଦୀରୁ ଜବତ ହେଲା ଆଉ ଏକ ବନ୍ଧୁକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣାରେ କ୍ରାଇମବ୍ରାଞ୍ଚ ତାପି ନଦୀରୁ ଆଉ ଏକ ବନ୍ଧୁୁକ ଜବତ କରିଛି। କ୍ରାଇମ ବ୍ରାଞ୍ଚ ତଦନ୍ତରୁ ଜଣାପଡିଛି ଯେ ଏହି ମାମଲାରେ ଗିରଫ ହୋଇଥିବା ଉଭୟ ଅଭିଯୁକ୍ତ ପିସ୍ତଲକୁ ତାପି ନଦୀରେ ଫିଙ୍ଗି ଦେଇଛନ୍ତି। ସୂଚନା ପାଇବା…

୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେନି ଅମର ଶତପଥୀ

ଭୁବନେଶ୍ୱର: ବରିଷ୍ଠ ନେତା ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଛି ବିଜେଡି। ତେବେ ଅମର ଶତପଥୀଙ୍କ ଟିକେଟ୍‌ କଟିବା ପରେ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଅମର ଶତପଥୀ ଦଳରେ ରହିବେ ନା ଛାଡିବେ ସେ ନେଇ ରାଜନୈତକ ମହଲରେ ନାନା…

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ୨ ନୌସେନା ହେଲିକପ୍ଟର, ୧୦ ମୃତ

କ୍ବାଲାଲାମପୁର: ମାଲେସିଆ ମଝି ଆକାଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ୨ଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଛି । ଫଳରେ ଏଥିରେ ୧୦ ଜଣଙ୍କ ର ମୃତ୍ୟୁ ଘଟିଛି ବୋଲି ନୌସେନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ସୂଚନା ଅନୁସାରେ, ନୌସେନା ପରେଡ୍ ପାଇଁ ସମରାଭ୍ୟାସ…

ଆଜି ବି ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସମ୍ଭାଳ ତାତି । ଅଗ୍ନିବର୍ଷୀ ଖରାରେ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଆଜି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି। ଆଜି ବି ରାଜଧାନୀ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ୧୧ଟା ସୁଦ୍ଧା ୩୯.୪ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା…

ନୁଡଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା, ମୁମ୍ବାଇ ଏୟାରପୋର୍ଟରୁ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନୁଡଲ୍ସ ପ୍ୟାକେଟରୁ ବାହାରିଲା ହୀରା । ମୁମ୍ବାଇ ଏୟାରପୋର୍ଟରୁ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରିଛି କଷ୍ଟମ୍ ବିଭାଗ । ମୁମ୍ବାଇ କଷ୍ଟମ୍ସ ଅଧିକାରୀ ୬.୪୬ କୋଟି ଟଙ୍କା ସୁନା ଓ ହୀରା ଜବତ କରି ଏପ୍ରିଲ ୧୯ ରୁ ୨୧ ତାରିଖ ମଧ୍ୟରେ ଚାରି ଜଣଙ୍କୁ ଗିରଫ କରିଛି। ମୁମ୍ବାଇ…

ବିଜ୍ଞାପନର ଆକାର ଯେତିକି ବଡ଼ ,କ୍ଷମା ପ୍ରାର୍ଥନାର ଆକାର ସେତିକି ବଡ଼ କି ? ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆୟୁର୍ବେଦିକ ଦ୍ରବ୍ୟର ବିଭ୍ରାନ୍ତିକର ବିଜ୍ଞାପନକୁ ପ୍ରୋତ୍ସାହିତ କରିଥିବାରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ପରେ ପତଞ୍ଜଳି ଆୟୁର୍ବେଦ ନିଜ ପକ୍ଷରୁ ସଫେଇ ଦେଇଛି। ପତଞ୍ଜଳି ଆୟୁର୍ବେଦ ମାନ୍ୟବର ସୁପ୍ରିମକୋର୍ଟର ସମ୍ପୂର୍ଣ୍ଣ…

ଆଇପିଏଲ: ୩ ଟିମର ପ୍ଲେ ଅଫ ପ୍ରବେଶ ଏକପ୍ରକାର ନିଶ୍ଚିତ, ୨ ପ୍ରାୟତଃ ବିଦା

କୋଲକାତା: ଚଳିତ ଆଇପିଏଲ ଧିରେ ଧିରେ ନିର୍ଣ୍ଣାୟକ ମୋଡକୁ ଯିବାରେ ଲାଗିଛି । ୩ଟି ଟିମ ଭଲ ପ୍ରଦର୍ଶନ ସହ ପ୍ଲେ ଅଫ ପ୍ରବେଶ ଏକପ୍ରକାର ନିଶ୍ଚିତ କରିଛନ୍ତି । ସେହିପରି ୨ଟି ଟିମ ପ୍ରାୟତଃ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛନ୍ତି । ତଥାପି ସମ୍ଭାବନା ଏବେ କିଛି ବାକି ରହିଯାଇଛି । ୧୦ଟି ଟିମ…