EPFOଧାରୀଙ୍କ ପାଇଁ ଖୁସି ଖବର, ଏବେ ଆହୁରି ସହଜ ହେଲା ଅଟୋକ୍ଲେମ ସେଟଲମେଣ୍ଟ ବ୍ୟବସ୍ଥା
ନୂଆଦିଲ୍ଲୀ: EPFO ଉପଭୋକ୍ତଙ୍କ ପାଇଁ ଏବେ ସହଜ ହେବ ଟଙ୍କା କାଢିବା ପ୍ରକିୟା । ଏନେଇ ଉପଭୋକ୍ତାଙ୍କ ପାଇଁ ଘୋଷଣା ଜାରି କରିଛି କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ବା EPFO । EPFO ରେ ଅଟୋକ୍ଲେମ ସେଟଲମେଣ୍ଟ ବ୍ୟବସ୍ଥାକୁ ଏବେ ଆହୁରି ବିସ୍ତାର କରିଛି ସଂସ୍ଥା । ଏହାର ୨୭.୭୪ କୋଟି…