Latest Odisha News

BREAKING NEWS

ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍ ‘ମାନବ ଚାଲାଣକାରୀ’ ବାରଜାନ୍ ମାଜିଦ୍

ନୂଆଦିଲ୍ଲୀ: ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍‌ 'ମାନବ ଚାଲାଣକାରୀ' ବାର୍‌ଜାନ୍‌ ମାଜିଦ୍‌ । ୟୁରୋପର ଅଧିକାଂଶ ଦେଶକୁ ମାନବ ଚାଲାଣ କରୁଥିଲା ବାରଜାନ୍‌ ମାଜିଦ୍‌ । ଇରାକର କୁର୍ଦ୍ଦିସ୍ତାନରୁ ବାରଜାନ୍‌ ମାଜିଦକୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛି ଲଣ୍ଡନର ନେସନାଲ କ୍ରାଇମ୍‌ ଏଜେନ୍ସି ।…

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ, ନଡ୍ଡା ଓ ଶାହ; ସମ୍ବଲପୁରରେ ନବୀନଙ୍କ ବିଶାଳ ସଭା

ଭୁବନେଶ୍ୱର: ଜାତୀୟ ରଜନୀତିର ତିନି ବଡ଼ ଚେହେରା ଆଜି ଓଡ଼ିଶା ଆସୁଛନ୍ତି। ତିନି ଦଳର ହେବ ପାୱାର ସୋ’। କଟକ ସହ ଅନ୍ୟ ଦୁଇ ସ୍ଥାନରେ ଅମିତ ଶାହ କରିବେ ପ୍ରଚାର । ବଲାଙ୍ଗୀରରେ ରାହୁଲ ଗାନ୍ଧୀଙ୍କ ଶକ୍ତି ପ୍ରଦର୍ଶନ । ଧର୍ମେନ୍ଦ୍ର ପ୍ରଧାନଙ୍କ ସଂସଦୀୟ କ୍ଷେତ୍ର ସମ୍ବଲପୁରରେ ପ୍ରଚାର ମୈଦାନକୁ…

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ପ୍ରମୁଖ ଯାତ୍ରା ମଧ୍ୟରୁ ନିଳାଦ୍ରୀ ମହୋଦୟ ଅନ୍ୟତମ ପ୍ରମୁଖ ଯାତ୍ରା ହୋଇଥିବାରୁ ବିଶେଷ ନୀତି ଅନୁଷ୍ଠିତ ହେବ । ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ନିଳାଦ୍ରୀ ମହୋଦୟ ଯାତ୍ରା…

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

କଟକ: ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ। ପୂର୍ବରୁ ମେ’ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ ପରିଷଦ ଯୋଜନା କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଉତ୍ତରଖାତା ମୂଲ୍ୟାୟନରେ ବିଳମ୍ବ ସାଙ୍ଗକୁ ସାଧାରଣ ନିର୍ବାଚନ ଯୋଗୁଁ ପରୀକ୍ଷାଫଳ…

ବିଦେଶୀ କମ୍ପାନି ହାତକୁ ଯାଇପାରେ ଘରେ ପରିଚିତ ‘ହଲଦୀରାମ୍

ନୂଆଦିଲ୍ଲୀ: ବିଦେଶୀ କମ୍ପାନି ହାତକୁ ଯାଇପାରେ ସ୍ନାକ୍ସ ଲାଗି ଘରେ ଘରେ ପରିଚିତ ଦେଶୀ କମ୍ପାନି 'ହଲଦୀରାମ୍' । ପୂର୍ବରୁ ହଳଦୀରାମକୁ ବିକ୍ରି କରିବା ନେଇ ଅନେକ ଥର ଗୁଜବ ଉଠିଥିଲା କିନ୍ତୁ ଏବେ ପ୍ରଥମ ଥର ପାଇଁ ବିଦେଶର ୩ଟି ବଡ଼ ବଡ କମ୍ପାନି ଏହାର ପୂରା ବ୍ୟବସାୟ କିଣିବାକୁ ବିଡ୍ ଦାଖଲ…

ଆଜି ରଥ ଚାଳିରେ ନିର୍ମାଣର ଚତୁର୍ଥ ଦିନ, ପନ୍ଦାରି ବଳା ତିଆରି ଆରମ୍ଭ

ପୁରୀ: ଚଳଚଞ୍ଚଳ ହୋଇଉଠିଛି ରଥଖଳା। ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। ଆଜି ଚତୁର୍ଥ ଦିନରେ ପହଞ୍ଚିଲା ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ। ଚତୁର୍ଥ ଦିନ ଶେଷ ସୁଦ୍ଧା ତିନି ରଥର ୪୨ ତୁମ୍ବରୁ ୨୪ଟି ତୁମ୍ବ ବଳା ବା ଗୋଲେଇ କାମ ଶେଷ ହୋଇଛି। ବିଶ୍ୱକର୍ମାମାନେ ୨୪ଟି ତୁମ୍ବରୁ…

କାଶୀ, ବାରଣାସୀ, ବନାରସ… ଏଥି ମଧ୍ୟରୁ କେଉଁଟି କାଶୀ ବିଶ୍ଵନାଥର ସର୍ବପୁରାତନ ନାମ

ବାରାଣାସୀ: ବାରାଣାସୀ ଅର୍ଥାତ୍ କାଶୀର ନାମ ମନକୁ ଆସିବା ମାତ୍ରେ ଗଙ୍ଗା କୂଳରେ ଅବସ୍ଥିତ ଭଗବାନ ଶିବଙ୍କ ପ୍ରାଚୀନ ସହର କାଶୀ ମନକୁ ଆସେ। କାଶୀ ଯଥା ବାରାଣାସୀର ଇତିହାସ ହଜାରେ ବର୍ଷ ପୁରୁଣା | ବିଶ୍ଵାସ କରାଯାଏ ଯେ ବନାରସ ହେଉଛି ବିଶ୍ୱର ସର୍ବ ପୁରାତନ ସହର। ହିନ୍ଦୁ ବିଶ୍ୱାସ ଅନୁଯାୟୀ…

ଚିନା ବାଦାମର ଅତ୍ୟଧିକ ସେବନ ହୋଇପାରେ ଏହି ରୋଗର କାରଣ, ଖାଉଥିଲେ ସାବଧାନ…

ଭୁବନେଶ୍ଵର: ଚିନାବାଦାମରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ । ତେଣୁ ଚିନାବାଦାମକୁ ଗରିବଙ୍କ ବାଦାମ (Almond) ବୋଲି ମଧ୍ୟ କୁହାଯାଏ । ଚିନାବାଦାମରେ ପ୍ରୋଟିନ୍, କାର୍ବସ୍, ଫାଇବର ଏବଂ ଫ୍ୟାଟି ଏସିଡର ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ, କିନ୍ତୁ ଏହା କିଛି…

ସମ୍ପତି ମାମଲାରେ ନିଜକୁ କୁଇନ ପ୍ରମାଣିତ କଲେ ବିଜେପି ପ୍ରାର୍ଥୀ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏଥର ବିଜେପି ଟିକେଟରୁ ହିମାଚଳରୁ ମଣ୍ଡି ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି । ନିକଟରେ ସେ ମଣ୍ଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଂହଚି ନାମାଙ୍କନ ଦାଖଲ କରିଛନ୍ତି । କଂଗ୍ରେସର ବିକ୍ରମାଦିତ୍ୟ ସିଂଙ୍କ ସହ ତାଙ୍କର ମୁକାବିଲା ହେଉଛି ।…

ଚାହା କିମ୍ବା କଫି ପିଉଥିଲେ ସାବଧାନ, ଚେତାବନୀ ଦେଲା ଆଇସିଏମ୍ଆର

ନୂଆଦିଲ୍ଲୀ: ସକାଳୁ ନିଦରୁ ଉଠିବା ପରେ ଅଧିକାଂଶ ଲୋକ କ୍ଳାନ୍ତ ଏବଂ ଅଳସୁଆ ଅନୁଭବ କରିଥାନ୍ତି । ଆଉ ସେସବୁରୁ ଟିକିଏ ଆରାମ ପାଇବାକୁ ସାଧାରଣତଃ କଫି କିମ୍ବା ଚାହା ପିଥାଆନ୍ତି । ଏହାକୁ ପିଇବା ମାତ୍ରେ ବହୁତ ଲୋକ ସତେଜ ଅନୁଭବ କରନ୍ତି ବୋଲି କହିଥାନ୍ତି । ଏମିତି ବି ଲୋକ ଅଛନ୍ତି,…