Latest Odisha News

BREAKING NEWS

ପିଇବା ନାହିଁ ନେତାଙ୍କ ବିଷପଣା..

ଚିତ୍ତ ମହାପାତ୍ରଙ୍କ ବିରକ୍ତ ବଚନ କୌଣସି ରାଜନୈତିକ ଦଳର ନୀତି, ଗୁଣ, ଆଦର୍ଶ,କାର୍ଯ୍ୟକ୍ରମ ଯଦି ଅନ୍ୟକୁ ଭଲ ନଲାଗେ ଓ ତାକୁ ସେ ଗ୍ରହଣ କରିପାରନ୍ତି ନାହିଁ ଓ ବର୍ଷ ବର୍ଷ ଧରି ବିରୋଧ କରନ୍ତି । ତେବେ ବୁଝିବାକୁ ହେବ ଯେ ଉଭୟ ଉଭୟଙ୍କର ବିରୋଧୀ । ଦୁଇ ବିପରୀତମୁଖି ବିରୋଧୀ ଯେତେବେଳେ…

ବିଜେପିରେ ମିଶିବେ ସରୋଜ ସାହୁ ଓ ଟିଟୁ ପଣ୍ଡା

ନୂଆପଡ଼ା: ବିଜେପିରେ ମିଶିପାରନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ ଏବଂ ବିଜେଡି ଜିଲ୍ଲା ସଭାପତି ଟିଟୁ ପଣ୍ଡା । ଗତ କାଲି ବିଜେଡିରୁ ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ ଇସ୍ତଫା ଦେଇଥିବା ବେଳେ ଗତ ସପ୍ତାହରେ ଟିଟୁ ପଣ୍ଡା ଦଳରୁ ଇସ୍ତଫା ଦେଇଥିଲେ । ଦଳ ତାଙ୍କ ସହ…

ଭାଷା ଭାଗବତ : ଉତ୍କଳ ଭୁବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ଯେତିକି ଅଛି, ବାଂଟ ଧାଡ଼ି ବାଂଧି ଆସିବେ ଖଂଟ ଦଂଡକେ ସବୁ ନେବେ ବୋହି ଆଉ କିଛି ବଳିବନାହିଁ ଭାଂଗି ଗଲାଣି ମେରୁଦଂଡ ସମାଜ ହେଲା ଖଂଡ ଖଂଡ ନଇଁଲେ ଲୋକଂକର ମୁଂଡ ଫିଟେନି କାହାର ବି ତୁଂଡ ଲୋକଂକୁ କରିଲେ ଭିକାରି ଯଶ କି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆତ୍ମ ନିବେଦନ କରି ଗଜ ନିଜ ହୃଦୟ ପଦ୍ମକୁ ତାଙ୍କ ପାଦପଦ୍ମରେ ସମର୍ପଣ କରିବା ପରେ ହିଁ ଈଶ୍ୱର କୃପା ପ୍ରାପ୍ତ ହୋଇଥିଲେ। ତେଣୁ ଆତ୍ମ ନିବେଦନରେ ଆମେ କ’ଣ ସମର୍ପଣ…

ଉପାସ ରହିଲେ ହେବ ଏହିସବୁ ଭୟଙ୍କର ସମସ୍ୟା

ଭୁବନେଶ୍ବର: ଆଜି କାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ କର୍ମ ବ୍ୟସ୍ତତା ପାଇଁ ବ୍ୟକ୍ତି ନିଜ ପ୍ରତି ଧ୍ୟାନ ଦେଇପାରୁ ନାହିଁ। ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଏପରି କି ଅନେକ ବ୍ୟକ୍ତି ନିଜର କାମବ୍ୟସ୍ତ ପାଇଁ ସଠିକ ସମୟରେ ଖାଦ୍ୟ…

ଇରାନ ଆକ୍ରମଣ ପରେ ଏଥର ଇସ୍ରାଏଲ ଉପରେ ସମସ୍ତଙ୍କ ନଜର

ତେଲ ଅବୀବ: ଇରାନ ୩୦୦ରୁ ଅଧିକ ବ୍ୟାଲେଷ୍ଟିକ ମିସାଇଲ, କ୍ରୁଜ ମିସାଇଲ ଓ ଡ୍ରୋନ ସହାୟତାରେ ଇସ୍ରାଏଲ ଉପରେ ଜବରଦସ୍ତ ଆକ୍ରମଣ କରିଛି । ଅବଶ୍ୟ ୯୯ ପ୍ରତିଶତ ମିସାଇଲକୁ ଇସ୍ରାଏଲ ନଷ୍ଟ କରି ଦେଇଛି । ଆକ୍ରମଣ କଲେ ସ୍ଥିତି ଭୟଙ୍କର ହେବ ବୋଲି ଇରାନକୁ ପୂର୍ବରୁ ଇସ୍ରାଏଲ ଚେତାଇ ଥିଲା । ଏବେ…

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା: ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ, ପ୍ରବୋଧଙ୍କ କଟିଲା ଟିକେଟ

ଭୁବନେଶ୍ବର: ଆସିଲା କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସାଧାରଣ ନିର୍ବାଚନ-୨୦୨୪ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ଟି ବିଧାନସଭା ଆସନ ପାଇଁ…

ଲେଖିବେ କି ନୂଆ ଇତିହାସ ଲେଖାଶ୍ରୀ ?

ଭୁବନେଶ୍ୱର: ବାଲେଶ୍ୱର ଦେଖିବ ବଡ ଲଢେଇ । ବିଜେପିରୁ ପ୍ରତାପ ଷଡଙ୍ଗୀ ରିପିଟ୍ । ବିଜେଡିରୁ ଲେଖାଶ୍ରୀ ସରପ୍ରାଇଜ୍ । କଂଗ୍ରେସର ଶ୍ରୀକାନ୍ତ ଜେନା ଟୁଇଷ୍ଟ । କୁରୁକ୍ଷେତ୍ର ପ୍ରସ୍ତୁତ, ମଇଦାନରେ ଯୋଦ୍ଧା ତୟାର । କିଏ ଜିତିବ ବାଲେଶ୍ୱର ବାଜି ? ରୁଦ୍ଧଦ୍ୱାର ବୈଠକ ସାଙ୍ଗକୁ ବିରୋଧୀଙ୍କୁ ମାତ୍…

କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେଲେ ଧୋନୀ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ ଖେଳିବା ପରେ ଚେନ୍ନାଇ ସୁପର କିଙ୍ଗସର ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଆଉ ଏକ କୀର୍ତିମାନ ନିଜ ନାମରେ କରିଛନ୍ତି । ବିରାଟ କୋହଲିଙ୍କ ପରେ ସେ ଦ୍ୱିତୀୟ ଖେଳାଳି ଭାବେ ଗୋଟିଏ ଟିମ ପକ୍ଷ ରୁ ୨୫୦ ମ୍ୟାଚ ଖେଳିବା ଗୌରବ…

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥରମାଡ଼, ୬ରୁ ଅଧିକ ଆହତ

ବାଲେଶ୍ୱର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ। ରେମୁଣା ଗନିପୁରରେ ଶୋଭାଯାତ୍ରା ବେଳେ ଢ଼େଲାମାଡ଼ ହୋଇଥିବା ଅଭିଯୋଗ। ଡିଜେ ଗାଡ଼ି ସହ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ ହୋଇଛି। ଏଥିରେ ୬ ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତମାନେ ରେମୁଣା ସ୍ୱାସ୍ଥ୍ୟକେନ୍ଦ୍ରରେ…