ସମୂହ ଛୁଟିରେ ଗଲେ କ୍ରିଉ ମେମ୍ବର, ବାତିଲ୍ ହେଲା ଏୟାର ଇଣ୍ଡିଆର ୭୦ରୁ ଅଧିକ ଉଡ଼ାଣ
ନୂଆଦିଲ୍ଲୀ: ବାତିଲ ହେଲା ଏୟାର ଇଣ୍ଡିଆ ଏକ୍ସପ୍ରେସର ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ସେବା । କାଲି ରାତିରୁ ଆଜି ସକାଳ ଯାଏଁ ୭୦ରୁ ଅଧିକ ଉଡ଼ାଣ ବାତିଲ୍ କରିଛି ଏୟାର ଇଣ୍ଡିଆ । ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଗଲେ ଶତାଧିକ କ୍ରିଉ ମେମ୍ବର । ତେଣୁ ଏପରି ନିଷ୍ପତି ନେଇଛି ଏୟାର ଇଣ୍ଡିଆ ।…