Latest Odisha News

BREAKING NEWS

ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ; ଚଳଚଞ୍ଚଳ ଘଟଗାଁ, ଛୁଟୁଛି ଭକ୍ତଙ୍କ ସୁଅ

କେନ୍ଦୁଝର: ଆଜିଠୁ କେନ୍ଦୁଝରସ୍ଥିତ ମା’ ତାରିଣୀଙ୍କ ପୀଠରେ ଚଇତି ପର୍ବ ଆରମ୍ଭ । ଚଇତି ପର୍ବ ଦିନ ମା’ଙ୍କ ଆବିର୍ଭାବ ହୋଇଥିଲା । ମା’ଙ୍କ ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ଆଜିଠୁ ବିଷୁବ ପଣା ସଂକ୍ରାନ୍ତି ଯାଏ ପାଳନ କରାଯାଇଥାଏ । ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା…

ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି

ନୂଆପଡା: ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା । ସେ ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବାନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏନେଇ ନିଜେ ହରିଶ୍ଚନ୍ଦ୍ର ସୋସିଆଲ…

କ’ଣ ଏହି ନିର୍ବାଚନୀ ଇଙ୍କ୍? କାହିଁକି ଲିଭାଇଲେ ଲିଭେନାହିଁ, ଚଳିତବର୍ଷ କେତେ ପରିମାଣରେ ସମଗ୍ର ଦେଶକୁ…

ନୂଆଦିଲ୍ଲୀ: ଏପ୍ରିଲ ୧୯ ରେ ଭାରତର ୧୦୨ ଲୋକସଭା ଆସନ ପାଇଁ ଭୋଟ ପଡିବ । ଏହି ନିର୍ବାଚନ ପାଇଁ ସମଗ୍ର ଦେଶ ପ୍ରସ୍ତୁତ । ଏଥର କାହାର ହାତକୁ କ୍ଷମତା ଆସିବ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଭୋଟ୍ ସମୟରେ ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ନସୃଷ୍ଟି ହୁଏ ସେନେଇ ଅନେକ…

ଭାଷା ଭାଗବତ : ବହୁସ୍ତରୀୟ ପ୍ରଚଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପ୍ରାଚୀନ, ସାହିତ୍ୟ-ସମୃଦ୍ଧ ଭାଷାର ଏବେ ଗତିରୋଧ ସବୁଠି ହୋଇଛି କାହିଁକି ? କାରଣ ବୁଝିବାନାହିଁ କି ? ସମସ୍ୟା ରଖିଲେ ଲୁଚାଇ ଭାଷାକୁ ହେବ କି ବଂଚାଇ ? ନିଜକୁ ପ୍ରଥମେ ପଚାରୁଁ ତା'ପରେ ଯାହା ଇଚ୍ଛା, କରୁଁ କେବଳ ବିତ୍ତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସିଦ୍ଧି, ମୁକ୍ତି, ଓ ନିତ୍ୟ ଆନନ୍ଦ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ନିବେଦନ ଆମକୁ ତିନୋଟି ଚରମ ଉପଲବ୍ଧି ପ୍ରାପ୍ତ କରାଏ । ଯଥା : ସିଦ୍ଧି, ମୁକ୍ତି, ଓ ନିତ୍ୟ ଆନନ୍ଦ । ଏହାର ପ୍ରମାଣ ତନ୍ତ୍ର ଶାସ୍ତ୍ରରେ “ସିଦ୍ଧୟଃ…

ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧୀନ ଏକ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଜଗଦଳପୁରର ୨୧ ବର୍ଷୀୟା ସରୋଜିନୀ ସୁନ୍ଦରାୟ । ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରିଛି । ଖବର ମୁତାବକ, ସରୋଜିନୀ କିଛି ଦିନ…

ଦୀର୍ଘ ସମୟ ଧରି ବସି ରହିଲେ କ୍ୟାନସର ହେବାର ସମ୍ଭାବନା

ଭୁବନେଶ୍ବର: ସରକାରୀ ଚାକିରି ହଉ ବା ବେସରକାରୀ ସବୁଠି ଏକ ସ୍ଥାନରେ ବସି ରହି କାମ କରିବାକୁ ପଡୁଛି। କେବଳ ଯେ ଅଫିସରେ ତାହା ନୁହଁ  ସେ  ଘରେ ବସି ଟିଭି ଦେଖିବା ହେଉ କି ଫୋନେ ଦେଖିବା ହେଉ। ବହୁ ସମୟ ଧରି ବସି ରହି ଆମେ ଯେକୌଣସି କାମକୁ କରୁଛନ୍ତି। ଏହା ଦ୍ୱାରା ଆମକୁ ଅନେକ ପ୍ରକାର ରୋଗ …

ତାମିଲନାଡୁରେ ନିର୍ବାଚନ ଡ୍ଯୁଟି ବେଳେ ଦୁର୍ଘଟଣା: କନଷ୍ଟେବଳ ପ୍ରମୋଦ କୁମାର ମାଝୀଙ୍କ ମୃତ୍ୟୁ

ଭୁବନେଶ୍ୱର: ତାମିଲନାଡୁ ରାଜ୍ୟର ତ୍ରିଚୀ ଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ପ୍ରମୋଦ କୁମାର ମାଝୀ ( C/୨୨୨)ଙ୍କ ଅକାଳ ବିୟୋଗ ଘଟିଛି। ତ୍ରିଚୀଠାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଛି । ସେ ୫ମ ଆଇଆରବିଏନ…

ଦିଲୀପ ରାୟଙ୍କ ରାଜନୈତିକ ପ୍ରତ୍ୟାବର୍ତ୍ତନ: ବିଜେପିରୁ ହୋଇପାରନ୍ତି ପ୍ରାର୍ଥୀ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ବିଜେପିକୁ ଫେରିବା ନେଇ କଳ୍ପନାଜଳ୍ପନା ଜୋର ଧରିଛି। ସୁନ୍ଦରଗଡ଼ ଜିଲ୍ଲାର ୬ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ରାଉରକେଲା ଏଥିରୁ ବାଦ୍ ପଡ଼ିଛି। ଦିଲ୍ଲୀପ ରାୟ ରାଉରକେଲା ଆସନରୁ ବିଜେପି ଟିକେଟରେ…

ଏପ୍ରିଲ ଶେଷ ସପ୍ତାହ ବେଳକୁ ଏସି ବସରେ ବୁଲି ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ୨୦୧୯ ନିର୍ବାଚନ ସମୟରେ ଯେଉଁଭଳି ସେ ପ୍ରଚାର କରୁଥିଲେ ଏବେ ମଧ୍ୟ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ପ୍ରଚାର ବସରେ…