ପୂଜା ନା ରାଜନୀତି? ମା ଚର୍ଚ୍ଚିକାଙ୍କୁ ଲାଲ ପରିବର୍ତ୍ତେ ଲାଗିହେଲା ଶାସକ ଦଳର ରଙ୍ଗର ଶାଢି
ଭୁବନେଶ୍ୱର: ନିର୍ବାଚନ ବେଳେ ନେତା ବଳ କଷୁଛନ୍ତି। ଭୋଟରଙ୍କୁ ମନେଇବାକୁ ଯାଇ ବିଭିନ୍ନ ଉପାୟ ଆପଣାଉଛନ୍ତି। ହେଲେ ଯେଉଁଭଳି କଟକ ବାଙ୍କୀ ସ୍ଥିତ ମା' ଚର୍ଚ୍ଚିକା ମନ୍ଦିରରେ ଲାଲ ରଙ୍ଗର ଶାଢୀ ପରିବର୍ତ୍ତେ ଶାସକ ଦଳ ବିଜେଡିର ଦଳୀୟ ରଙ୍ଗର ଶାଢି ଲଗାଇଛି ତାହା ଏବେ ଚିନ୍ତାର ବିଷୟ ପାଲଟିଛି।…